Abhishek Dash (ଅଭିଷେକ ଦାଶ)
@DsAbhishek05
Proud Odia |Politics |Nature |Music |Travel |Cricket |Technology | Simplicity is the ultimate sophistication. ଆମେ ଓଡ଼ିଆ ଆମ ଭାଷା ବଢ଼ିଆ । ବନ୍ଦେ ଉତ୍କଳ ଜନନୀ ।
ଆମ ରାଜ୍ୟ ଓଡ଼ିଶା... ଆମ ଭାଷା ଓଡ଼ିଆ... ସଂସ୍କୃତି,ପରମ୍ପରା ଏବଂ କୀର୍ତ୍ତିରାଜି ପାଇଁ ଆମ ରାଜ୍ୟ ଓଡ଼ିଶା ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ଏବଂ ବିଦେଶ ପାଇଁ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛି। ଆମ ଜଗନ୍ନାଥ ସଂସ୍କୃତିକୁ ନେଇ ପ୍ରତ୍ୟେକ ଓଡ଼ିଆ ଗର୍ବ କରିବାର ଆବଶ୍ୟକ ଅଛି। ସଂସ୍କୃତି, ପରମ୍ପରା ଏବଂ ଭାଷା ବଞ୍ଚିଲେ ଜାତି ଆଗକୁ ବଢିବ।

ସରକାରୀ ଦଳର ନେତା ଓ ମନ୍ତ୍ରୀ ସୋସିଆଲ ମିଡିଆରେ ଖାଲି ଦୁଃଖ ପ୍ରକାଶ ଓ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି କହି ନିଜର ଭୁଲକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି। ପ୍ରକୃତରେ ଏଭଳି ସବୁ ଘଟଣା ଘଟିବା ପଛର ପ୍ରକୃତ କାରଣକୁ ଖୋଜିବାକୁ କିଏ ହେଲେ ଚେଷ୍ଟା କରୁନାହାନ୍ତି। ଆଖି ଆଗରେ ଆମ ରାଜ୍ୟର ସ୍ଥିତି! @CMO_Odisha
ଆମ ଦେଶର ଆଇନ ବ୍ୟବସ୍ଥା ଏଭଳି ଭାବେ ଭୁଶୁଡ଼ି ଯାଇଛି ଯେ, ଯିଏ ଦୋଷ କରୁଛି ତା ପାଇଁ କିଛି କଠୋର କାର୍ଯ୍ୟାନୁଷ୍ଠାନ ନାହିଁ କିନ୍ତୁ ଶିକାର ହେଉଥିବା ବ୍ୟକ୍ତିବିଶେଷ ହଇରାଣ ହେଉଛନ୍ତି। ଦିନ କୁ ଦିନ ରାଜ୍ୟରେ ସାମାଜିକ ଶୃଙ୍ଖଳା ହଜିଯାଇଛି। ନାୟାଳୟ ଓ ସରକାରଙ୍କ ନିୟମ କଠୋର ହେଉନାହିଁ କଣ ପାଇଁ? ଆମେ ଶିକାର ହେଉଛୁ କାଇଁ? @CMO_Odisha
X ଏକ ସାମାଜିକ ଗଣମାଧ୍ୟମ ଓ ଅନ୍ୟ ଦେଶର ବ୍ୟକ୍ତିଗତ ଘରୋଇ ସଂସ୍ଥା। ଏହାକୁ ବ୍ୟବହାର କରି ସରକାରୀ ସ୍ଥରରେ ଅଭିଯୋଗ ସମାଧାନ କରିବା ସଠିକ ମନେ ହେଉନି। ଯଦି ଏହି ଘରୋଇ ସଂସ୍ଥା ଭାରତରେ ବନ୍ଦ କରିବା ପାଇଁ ନିଷ୍ପତି ନେବ, ତେବେ ଆମେ କରିବା କଣ? ସରକାର ଏକ ଭିନ୍ନ ପ୍ଲାଟଫର୍ମ ଆଣନ୍ତୁ ଯାହାଦ୍ଵାରା ତ୍ୱରିତ ସମାଧାନ ହେଇପାରିବ। @CMO_Odisha

The government should be sensitive to the incident and investigate as soon as possible and impose exemplary punishment. There a need to take action on this incident before something happens? @CMO_Odisha @DGPOdisha @MohanMOdisha @sp_ganjam @SP_BERHAMPUR @Ganjam_Admin
ସରକାରୀ ଅଧିକାରୀ ଓ ନେତାମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି ସାଧାରଣ ଜନତାଙ୍କ ପାଇଁ କିନ୍ତୁ ଜନତାଙ୍କ ବ୍ୟବହାରରେ କମ୍ ଆସୁଛି। ଯେମିତି ଭୋଟ ସମୟରେ ଗୋଟି ଗୋଟି ଲୋକଙ୍କ ଠାରୁ ଭୋଟ ଭିକ୍ଷା କରୁଥିଲେ, ସେମିତି ଆପଣ ବାଧ୍ୟ ଅଟନ୍ତି ଲୋକଙ୍କ ଅସୁବିଧା କୌଣସି ପ୍ଲାଟଫର୍ମ ରୁ ଶୁଣିବା ପାଇଁ। @CMO_Odisha @MohanMOdisha @SecyChief
ଆମ ରାଜ୍ୟର ସରକାରୀ ବ୍ୟବସ୍ଥା ଦିନ କୁ ଦିନ ଏତେ ଖରାପ ହୋଇଗଲାଣି ଯେ, ଜଣେ ସାଧାରଣ ଲୋକ ଏଠି ନ୍ୟାୟ ପାଇବା ବହୁକଷ୍ଟ। ରାଜନୀତିର ବାସ୍ତବ ଅର୍ଥକୁ ହଜେଇ ସାରିଲେଣି ଶାସକ ଦଳ ଓ ବିରୋଧୀ ଦଳ। ଆମ ରାଜ୍ୟ କେଉଁ ଆଡ଼କୁ ଗତି କରୁଛି, ଆଗାମୀ ଦିନରେ ରାଜ୍ୟର ଭବିଷ୍ୟତ କଣ ହେବ? ଓମ୍ ଶାନ୍ତି! #JusticForSoumyashree #FMCollege @BJP4Odisha
ସରକାର ଖାଲି ଖାତା, କଲମ ଓ ସୋସିଆଲ ମିଡିଆରେ ପରିବର୍ତ୍ତନ ଏବଂ ବିକାଶର ଗାନ କଲେ ରାଜ୍ୟ ଅଭିବୃଦ୍ଧି ହେବ ନାହିଁ। ସରକାରୀ ବ୍ୟବସ୍ଥା ବାସ୍ତବରେ ପରିବର୍ତ୍ତନ କରିବାର ଆବଶ୍ୟକତା ଅଛି। ସରକାର ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ବ୍ୟବସ୍ଥାକୁ ଲୋକମାନଙ୍କୁ ୱାରାଣ୍ଟି ନ ଦେଇ ଗ୍ୟାରେଣ୍ଟି ଦିଅନ୍ତୁ। @CMO_Odisha @MohanMOdisha

ରାଜ୍ୟରେ ଗତ କିଛିଦିନ ହେବ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ରାୟଗଡାରେ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି। ଦୁର୍ଭାଗ୍ୟର ବିଷୟ ଆଜିର ସମୟରେ ସରକାରୀ ବ୍ୟବସ୍ଥା ଓ ଲୋକଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଆସିନାହିଁ। କାର୍ଯ୍ୟାନୁଷ୍ଠାନ କଥା କହିଲେ ସାମାନ୍ୟ ଦଣ୍ଡବିଧାନ ଯାହା କାହାରିକୁ ଖାତିର ନାହିଁ। @CMO_Odisha @MohanMOdisha

ସରକାର ଯେତେବେଳେ X ମାଧ୍ୟମରେ ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି। ଏହି ଭଳି ଏକ ଗମ୍ଭୀର ଘଟଣାକୁ ଦେଖି ଅଣଦେଖା କରିବାରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହେଲା। ଅଧିକାରୀ ଠାରୁ ଆରମ୍ଭ କରି ମନ୍ତ୍ରୀମାନେ ଯଦି ଏହିଭଳି ଲୋକଙ୍କୁ ଅଣଦେଖା କରିବେ ତାହାଲେ ନ୍ୟାୟ ଦେବ କିଏ? @odishalokadala @bjd_odisha @INCOdisha @BJP4Odisha
@DHE_Odisha @suryabanshibjp @dpradhanbjp @CMO_Odisha @MohanMOdisha @DBalasore @manaskumardutta @EduMinOfIndia @NCWIndia
The issue of cholera and diarrheahas caused many deaths in Odisha in recent days. The Odisha government has completely failed to control these diseases. @WHO needs to investigate this matter and take steps to diagnose and address the issue. @DrTedros @MoHFW_INDIA @CMO_Odisha
କିଛି ମାସ ପୂର୍ବରୁ ଏହି ଘଟଣା ଉପରେ ସରକାର ଏବଂ ମନ୍ଦିର ପ୍ରଶାସନକୁ ଅବଗତ କରାଯାଇଥିଲା। ବାରମ୍ବାର ଅଭିଯୋଗ ହେବା ସତ୍ତ୍ବେ ସରକାର, ଜିଲ୍ଲା ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ଏତେ ବେପରୁଆ ହେଉଛନ୍ତି କଣ ପାଇଁ? ଏହି ପରିସ୍ଥିତି ହେବାକୁ ଗଲା କାହିଁକି? ସଫା ହେବ କେବେ? @arvindpadhee @ChanchalRanaIAS x.com/DsAbhishek05/s…
ମେଘନାଦ ପାଚେରୀ ଉପରୁ ସମସ୍ତ ଅଳିଆ ଆବର୍ଜ୍ଜନା କୁ ପାଚେରୀ ପାଖରେ ପକାଇବା ଦ୍ଵାରା ଶ୍ରୀମନ୍ଦିର ର ପରିବେଶ ଖରାପ ହେବା ସହିତ ମେଘନାଦ ପାଚେରୀ ପ୍ରତି ଥିବା ଭକ୍ତମାନଙ୍କ ଭାବାବେଗ ଭଙ୍ଗ ହେଉଛି। ସମସ୍ତ ଅଳିଆ କୁ କେମିତି ବାହାରେ ଫିଙ୍ଗା ଯିବ ମନ୍ଦିର ପ୍ରଶାସନ @arvindpadhee ଏହାର ସ୍ଥାୟୀ ପ୍ରତିକାର କରନ୍ତୁ। @dm_puri @SJTA_Puri
A commendable effort and bold step for Odisha progress and future of next generation! @odishalokadala #OdishaForOdias #OdishaLokaDala
ଓଡ଼ିଶା ଲୋକ ଦଳର ରାଜନୈତିକ ଯାତ୍ରାର ଷଷ୍ଠ ଜିଲ୍ଲା ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ଦାବିଗୁଡିକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ ଓ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଚେଷ୍ଟା। #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶାରାଜନୀତି #OdishaForOdias
ଚମତ୍କାର ସହିତ ଚକିତ କଲା ଭଳି ଘଟଣା! ରାଜ୍ୟର ବିକାଶ ଏମିତି ହେବ? ସରକାର ଯେଉଁ ସ୍ବପ୍ନ ଦେଖୁଛନ୍ତି ବିକଶିତ ଓଡ଼ିଶା ଓ ଭାରତ ଆଗାମୀ ବର୍ଷରେ କରିବା ପାଇଁ, ତାହାର ଅଗ୍ରଗତି ଦେଖି ଜଣାପଡୁଛି, ଆମକୁ ବିକଶିତ ହେବା ପାଇଁ ଆଉ କେତେ ବର୍ଷ ଲାଗିବ? @CMO_Odisha @PMOIndia
#ବାଟରେ_ଆମ୍ବୁଲାନ୍ସ_ଖରାପ_ଯୁବକ_ମୃତ -ବ୍ରହ୍ମପୁର: ବାଟରେ ଖରାପ ହୋଇଗଲା ଆମ୍ବୁଲାନ୍ସ; ଯୁବକ ମୃତ -ପେଟରେ କ୍ରିକେଟ୍ ବଲ୍ ବାଜିବା ପରେ ମେଡ଼ିକାଲ୍ ଯାଉଥିଲେ ଯୁବକ -ବ୍ରହ୍ମପୁର ଯିବା ବାଟରେ ଖଲ୍ଲିକୋଟ ଘାଟିରେ ଖରାପ ହୋଇଗଲା ଆମ୍ବୁଲାନ୍ସ -୩ ଘଣ୍ଟା ବିଳମ୍ବ ହେବାରୁ ଆମ୍ବୁଲାନ୍ସରେ ଚାଲିଗଲା ଯୁବକଙ୍କ ଜୀବନ #Brahmapur #Odisha #OTV
ରାଜ୍ୟରେ ସରକାରୀ ଅଧିକାରୀ ଓ ସଂଘ ଯେତେ ଅଛନ୍ତି, ତାଙ୍କୁ ସରକାର କଡ଼ା ନିର୍ଦ୍ଦେଶ ଦିଅନ୍ତୁ କି, ସାଧାରଣ ଲୋକଙ୍କ ଅସୁବିଧା ଶାଳୀନତା ର ସହ ଶୁଣିବା ସହିତ ତିନିଦିନ ମଧ୍ୟରେ ସହଯୋଗ କରିବା ପାଇଁ ଏବଂ ଟଙ୍କା ମାଗିଲେ ବାଧ୍ୟତାମୂଳକ ଭାବେ ଚାକିରିରୁ ବରଖାସ୍ତ କରାଯିବ। @CMO_Odisha @MohanMOdisha
ଓଡ଼ିଆର ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ବାବୁ ମହୋଦୟ ଙ୍କୁ ଅନୁରୋଧ, ତାଙ୍କ ସରକାର ଏବଂ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ କୁହନ୍ତୁ, ଖାଲି ଭୁବନେଶ୍ଵର ଓ କଟକ ରେ ସୀମିତ ନ ରହି। ଅନ୍ୟ ଜିଲ୍ଲା ଗୁଡ଼ିକୁ ଯାଆନ୍ତୁ, ଲୋକମାନଙ୍କର ଆବଶ୍ୟକତା ଖାତା, କଲମରେ ନରଖି ବାସ୍ତବିକରେ ପୂରଣ କରନ୍ତୁ। @CMO_Odisha
Under BJP rule in Odisha, national headlines now spotlight chaos and lawlessness instead of development. In just one year, the administration’s failures are clear—an alarming sign for every Odia concerned about the state future. @BJP4Odisha @BJP4India #Bhubaneswar #Odisha
ରଥ ଯାତ୍ରାରେ ହୋଇଥିବା ଅଘଟଣ ଓ ପରିଚାଳନାରେ ଥିବା ତ୍ରୁଟିକୁ,ଆଜି ଘଟିଥିବା BMC ଅଧିକାରୀଙ୍କୁ ଆକ୍ରମଣ ଘଟଣା ଲୁଚାଇ ଦେବ ନାହିଁ ତ? ରାଜ୍ୟ ମିଡିଆ ବନ୍ଧୁମାନେ ଆଉ ରଥଯାତ୍ରା ଉପରେ ଆଲୋଚନା କରୁନାହାନ୍ତି? ରାଜ୍ୟ ସରକାରଙ୍କ ତ୍ରୁଟିକୁ ଲୁଚାଇବା ପାଇଁ ଏହା ଏକ ଯୋଜନା ନୁହେଁ ତ? @bjd_odisha @BJP4Odisha @INCOdisha @odishalokadala
ଶରଧାବାଲି ରେ ଠେଲା ପେଲାରେ ୩ଭକ୍ତଙ୍କ ମୃତ୍ୟୁ ଘଟିଛି। ଦୁଃଖର ବିଷୟ ଭିଡ଼ ନିୟନ୍ତ୍ରଣ କରିବାକୁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସ ଅଧିକାରୀ ଉପସ୍ଥିତ ନଥିଲେ ଘଟଣା ସମୟରେ କିନ୍ତୁ ଆଦାନୀ ଆସିବା ବେଳେ ବଡ଼ ଦାଣ୍ଡକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆ ଯାଇଥିଲା?ସାଧାରଣ ଭକ୍ତଙ୍କ ଜୀବନର ମୂଲ୍ୟ କିଛି ନାହିଁ କି? @MohanMOdisha


Before discussing topics tied to the faith of millions, analyze thoroughly. As a senior journalist and responsible citizen, such remarks harm your reputation & hurt Lord Jagannath devotees, the pride of Odias. Seek apologies for the pain caused. @sardesairajdeep #OdiaPride
Jagannath Yatra now has 2 addresses: original in Puri in Odisha, a new one in Digha in West Bengal.
ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ! ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶଭେଚ୍ଛା ଓ ଶୁଭକାମନା! ଏ ଜାତି କୁ ସଦବୁଦ୍ଧି ଦିଅ, ଆଗକୁ ବଢିବା ପାଇଁ ଶକ୍ତି ଦିଅ।ମଣିମା ଶୁଣିମା ହେଉ, ଜୟ ଜଗନ୍ନାଥ! #ରଥଯାତ୍ରା_୨୦୨୫ #RathYatra #Odisha #Puri #JagannathRathYatra