ଓଡ଼ିଶା ଲୋକ ଦଳ । Odisha Loka Dala
@odishalokadala
ଓଡ଼ିଶାର ଯୁବକୈନ୍ଦ୍ରିକ ଆଞ୍ଚଳିକ ରାଜନୈତିକ ଦଳ।http://www.facebook.com/OdishaLokaDala.org
ଆପଣ ଆମ ରାଜ୍ୟର ଶିକ୍ଷାମନ୍ତ୍ରୀ ଅଟନ୍ତି ସୋସିଆଲ ମିଡ଼ିଆର ପୋଷ୍ଟ ଗୁଡ଼ିକ ପାଇଁ ଜଣେ ଭଲ ଓଡ଼ିଆ ଲେଖକ ରଖନ୍ତୁ। "ଲୋକଙ୍କ ସରକାରରେ ଶିକ୍ଷାର ଭିତ୍ତିଭୂମି ସୁଦୃଢ ହେଉଛି କିମ୍ବା ଶିକ୍ଷାର ଭିତ୍ତିଭୂମି ସୁଦୃଢ ହେବା ସୁନିଶ୍ଚିତ ହେଉଛି" ହେବ। @NityanandaBJP ।
ଶିକ୍ଷା ମାଧ୍ୟମରେ ସୁନିଶ୍ଚିତ ଭବିଷ୍ୟତ ଗଠନ ଆମର ପ୍ରାଥମିକତାI ରାଜ୍ଯର ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ଲୋକଙ୍କ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ମୋଟ ୧୦୨ଟି ଉଚ୍ଚ ବିଦ୍ୟାଳୟକୁ ଉନ୍ନତ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ…
Let's look at this part too. How are we getting benefitted from our Minerals? ରାଜ୍ୟର ସମସ୍ତ ଜନସାଧାରଣଙ୍କ କଲ୍ୟାଣ ପାଇଁ ଖଣିଜ ସମ୍ପଦର ସୁବିନିଯୋଗ ହେଉ ଓ ଆଗାମୀ ପିଢ଼ି ପାଇଁ ମଧ୍ୟ କିଛି ସଞ୍ଚିତ ହୋଇ ରହୁ। @MohanMOdisha @CMO_Odisha #ଓଡ଼ିଆପାଇଁଓଡ଼ିଶା #OdishaForOdias #ଆଗାମୀପିଢିପାଇଁଖଣିଜସମ୍ପଦ

ମାଝି ବାବୁ ଟିକିଏ ସଶକ୍ତ ହୁଅନ୍ତୁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଯାହା ଫଳରେ ଆଗାମୀ ଅପରାଧ କରିବା ପୁର୍ବରୁ ଅପରାଧୀ ବହୁଥର ଚିନ୍ତା କରିବ। #ଓଡ଼ିଆପାଇଁଓଡ଼ିଶା #OdshaForOdias #ନାରୀସୁରକ୍ଷା #ଆଇନକାନୁନବ୍ୟବସ୍ଥା #ଓଡ଼ିଶାରାଜନିତୀ

ଆମ ବିଧାନସଭା ପଛପଟେ, ମୁଖ୍ୟମନ୍ତ୍ରୀ ବାସଭବନ ଠାରୁ ୧୦୦ମିଟର ଦୁରରେ ଏଭଳି ବସ୍ତି ଦେଖିବାକୁ ମିଳିବ। ଆମେ କେବେ ବି ଏକ ସୁବ୍ୟବସ୍ଥିତ ସମାଜ ପାଇଁ ଦାବି କରି ନାହେଁ। ରାଜନୀତି କରିବା ବହୁତ କଷ୍ଟ ବୋଲି ଅଧିକାଂଶ ଲୋକ ପଛାଇ ଯାଆନ୍ତି। #ଓଡ଼ିଆପାଇଁଓଡ଼ିଶା #OdishaForOdias
पार्लियामेंट से सिर्फ 10 किमी की दूरी पर देखो
ରାଜନୀତିକୁ ଖରାପ ବୋଲି କହି ଓ ରାଜନୀତି ଆଲୋଚନା ରେ ସମୟ ଅତିବାହିତ କରିବା ନାହିଁ। ଚାଲନ୍ତୁ ଏକାଠି ହୋଇ ଆମ ନିଜ ପାଇଁ ଓ ଆଗାମୀ ପିଢ଼ି ପାଇଁ ଏକ ସଶକ୍ତ ସରକାରୀ ବ୍ୟବସ୍ଥା ପାଇଁ ଦାବି କରିବା। ଆମ ସରକାରୀ ବ୍ୟବସ୍ଥା "ସଶକ୍ତ" ହେବା ଆବଶ୍ୟକ ରହିଛି। #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶାଲୋକଦଳ #OdishaForOdias youtu.be/YRk2OV3eJNg?si…
ବିକଶିତ ଓଡ଼ିଶା ୨୦୩୬ ପାଇଁ ସର୍ବପ୍ରଥମ ଆବଶ୍ୟକତା "ନିରପେକ୍ଷ ସାମାଜିକ ଗଣମାଧ୍ୟମ" @MohanMOdisha @CMO_Odisha ।Pay them from the taxpayers money but bring stringent laws for biased news. #ନିରପେକ୍ଷସାମଜିକଗଣମାଧ୍ୟମ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶାଲୋକଦଳ #ଓଡ଼ିଶାରାଜନୀତି #OdishaForOdias

ବାଲେଶ୍ଵର ଭଳି ଘଟଣାର ଆଗକୁ ପୁନରାବୃତ୍ତି ନ ହେଉ ସେଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। @MohanMOdisha @CMO_Odisha #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶାଲୋକଦଳ #OdishaForOdias youtube.com/shorts/Xzfw6Rk…
Please join us & let's talk about "Development" only. #ଓଡି଼ଆପାଇଁଓଡ଼ିଶା #ଓଡ଼ିଶାଲୋକଦଳ #OdishaForOdias #Odishapolitics #Kendrapara

ଓଡ଼ିଶା ଲୋକ ଦଳର ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟକ୍ରମର କିଛି ମୁହୁର୍ତ୍ତ। ଚାଲନ୍ତୁ ମିଳିମିଶି ଆମ ରାଜ୍ୟକୁ ଆମ ଆଗାମୀ ପିଢ଼ି ପାଇଁ ସୁସ୍ଥ ସମୃଦ୍ଧ କରି ଗଢିବା। #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶାରାଜନୀତି #OdishaForOdias #ସୁବର୍ଣ୍ଣପୁର #ଓଡ଼ିଶାଲୋକଦଳ




ଓଡ଼ିଶା ଲୋକ ଦଳର ରାଜନୈତିକ ଯାତ୍ରାର ଷଷ୍ଠ ଜିଲ୍ଲା ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରମୁଖ ଦାବିଗୁଡିକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ସମ୍ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ ଓ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରଚେଷ୍ଟା। #ଓଡ଼ିଆପାଇଁଓଡ଼ିଶା #ଓଡ଼ିଶାରାଜନୀତି #OdishaForOdias




ରଥଯାତ୍ରା ଉପଲକ୍ଷେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍ ଗୁଡ଼ିକରେ "କୁମ୍ଭ ମେଳା" ର ଷ୍ଟିକର ଲାଗିଥିବାର ଦେଖିବାକୁ ମିଳୁଛି। @CMO_Odisha @MohanMOdisha "ଓଡ଼ିଆ ଅସ୍ମିତା" ଶବ୍ଦର ମାନ ରଖନ୍ତୁ ଆପଣ। #ଓଡ଼ିଆପାଇଁଓଡ଼ିଶା #OdishaForOdias




ମୁଖ୍ୟମନ୍ତ୍ରୀ ମହୋଦୟ ଏଥିପ୍ରତି ଟିକିଏ ନଜର ଦିଅନ୍ତୁ। ଓଡ଼ିଶାର ସମସ୍ତ ଜନସାଧାରଣ ଆପଣଙ୍କର @MohanMOdisha @CMO_Odisha

ମୁଖ୍ୟମନ୍ତ୍ରୀ ମହୋଦୟ ଆପଣଙ୍କ ପ୍ରଚେଷ୍ଟା ଜାରି ରହୁ କିନ୍ତୁ ବିଶ୍ୱାସର ସହ ସମସ୍ତଙ୍କୁ ସାଥିରେ ନିଅନ୍ତୁ ଓ ସମସ୍ତଙ୍କ ବିଶ୍ଵାସର ପାତ୍ର ହୁଅନ୍ତୁ। @MohanMOdisha @CMO_Odisha youtu.be/Y3gmyYrDzBg?si…
ଆପଣ ମାନନ୍ତୁ ବା ନ ମାନନ୍ତୁ It's the need of the hour ମାଝି ବାବୁ। ଆମ ପାଇଁ ତ ଆପଣଙ୍କ ଦ୍ୱାର ବନ୍ଦ ରହିଛି। ୨୦ଥର ଇ-ପ୍ରବେଶ ପୋର୍ଟାଲ ରେ ଅନୁମତି ମାଗିବା ସତ୍ତ୍ଵେ ଅନୁମତି ନାହିଁ। ଫୋନରେ ଆପଣଙ୍କ ମୁନିବମାନେ ଦେଖୁଛୁ କହି ରଖି ଦେଉଛନ୍ତି। ଆମେ ଆପଣଙ୍କ ପାଇଁ ଫୁଲତୋଡ଼ା ନେଇ ଯିବୁ ନାହିଁ। @MohanMOdisha @CMO_Odisha
