ଓଟିଭି
@otvkhabar
ଖବର ଆମର, ନିଷ୍ପତ୍ତି ଆପଣଙ୍କର We Report, You Decide FB: http://facebook.com/otvkhabar INSTA: http://instagram.com/otv.khabar YT: http://youtube.com/otvodisha
#ସ୍ୱାମୀର_ଟାଙ୍ଗିଆ_ଚୋଟରେ_ସ୍ତ୍ରୀ_ମୃତ ! 🔴ବାସୁଦେବପୁର: ପାରାପୋଖରୀ ଗାଁରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ 🔴ଖଟ ଉପରେ ପଡ଼ିଥିଲା ମୃତ ମହିଳାଙ୍କ ରକ୍ତ ଜୁଡୁବୁଡୁ ମରଶରୀର 🔴କଶିଆ ସାମୁଦ୍ରିକ ଥାନାରେ ଅଭିଯୋଗ ପରେ ସ୍ୱାମୀ ଅଟକ #Bhadrak #OTV #Basudevpur

#ଲହୁଣୀପଦାରୁ_ବାହାଡାପଶି_ରାସ୍ତାରେ_ପାଣି ! ବଣାଇ: ଲହୁଣୀପଦା-ବାହାଡାପଶି ରାସ୍ତାର ସୀମା ଜୋର ନିକଟରେ ଆଣ୍ଠୁଏ ଉଚ୍ଚର ପାଣି ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧିକୁ ନେଇ ଚିନ୍ତାରେ ଲାଲେଇ, ଜକେଇକଳା ଓ ଜଙ୍ଗଳା ଗାଁଲୋକେ #BrahmaniRiver #OTV #Bonai #Flood

#ବିପଦ_ସଂକେତ_ନିକଟରେ_ସୁବର୍ଣ୍ଣରେଖା ! 🪛 ବାରିପଦା: ଜାମୋଶଳାଠାରେ ବିପଦ ସଂକେତ ନିକଟରେ ସୁବର୍ଣ୍ଣରେଖା ଜଳସ୍ତର 🪛 ସାରସକଣା ବ୍ଲକର ନେଦା ଗାଁରେ ଓଡ୍ରାଫ୍ ଓ ଅଗ୍ନିଶମ ଟିମ୍ ମୁତୟନ #SubarnarekhaRiver #Flood #OTV #Mayurbhanj

ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ.... #panchang #astrology #astrologicalprediction #OTV otvkhabar.in/news/astrology…
#ସୁବର୍ଣ୍ଣରେଖାର_ଜଳସ୍ତର_ବଢୁଛି ! ▶️ ଜଳେଶ୍ୱର: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢିବାରେ ଲାଗିଛି ▶️ ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଅତିକ୍ରମ କରିଛି ▶️ ବସ୍ତା ବ୍ଲକର ୮ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ▶️ ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ଅଂଚଳ ପାଣିଘେରରେ #SubarnarekhaRiver #Balasore #Flood #OTV

#ବିପଦ_ସଙ୍କେତ_ଉପରେ_ବୈତରଣୀ ! 📌 ଭଦ୍ରକ: ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ବନ୍ୟା ଜଳ ପ୍ରବାହିତ 📌 ଆଖୁଆପଦାଠାରେ ୧୮.୯୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ 📌 ପାଣିଘେରରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ଅନେକ ଗାଁ #BaitaraniRiver #Bhadrak #Flood #OTV

#ଆସିଷ୍ଟାଣ୍ଟ_ପ୍ରଫେସରଙ୍କ_ପତ୍ନୀଙ୍କୁ_ଦୁଷ୍କର୍ମ_ଉଦ୍ୟମ_! -ବାଲେଶ୍ବର: ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ -FM ୟୁନିଭର୍ସିଟିର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ -କ୍ୟାମ୍ପସ କ୍ବାର୍ଟର୍ସରେ ପଶି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ -ରେମୁଣା ଥାନାରେ ଅଭିଯୋଗ ପରେ ନୀଳଗିରି ଅଞ୍ଚଳର ଯୁବକ ଅଟକ…

#ଅସଦାଚରଣ: #ସଂପର୍କୀୟ_ମାମୁ_ଅଟକ -ଯାଜପୁର: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ -ଟ୍ୟୁସନରୁ ଫେରୁଥିବା ବେଳେ ଚକୋଲେଟ୍ ଦେଇ ଅସଦାଚରଣ -ଟାଉନ୍ ଥାନାରେ ଅଭିଯୋଗ ପରେ ସଂପର୍କୀୟ ମାମୁ ଥାନାରେ ଅଟକ #jajpur #Misbehaviour #Odisha #OTV

#ନୀଲୁ_କାଣ୍ଡିଙ୍କୁ_ସରକାରଙ୍କ_ସହାୟତା -ରୋଗାକ୍ରାନ୍ତ ନୀଲୁ କାଣ୍ଡିଙ୍କୁ ସହାୟତାର ହାତ ବଢ଼ାଇଲେ ରାଜ୍ୟ ସରକାର -ଜଗତସିଂହପୁର ଏରସମା ଗୋଡ଼ା ଗାଁର ରୋଗାକ୍ରାନ୍ତ ନୀଲୁ କାଣ୍ଡି -ଅନ୍ତ୍ୟୋଦୟ ଗୃହ ଯୋଜନାରେ ଗୋଟିଏ ପକ୍କା ଘର ସହ ରାସନ କାର୍ଡ ମଞ୍ଜୁର -ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ନୀଲୁଙ୍କୁ ଚିକିତ୍ସା ସୁବିଧା ମିଳିଛି -ଆୟୁଷ୍ମାନ…

#ଅମରେଶ_ଜେନାଙ୍କ_୫_ସହଯୋଗୀ_ଗିରଫ -ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ -ଅମରେଶ ଜେନାଙ୍କୁ ଫେରାର କରାଇବା ଅଭିଯୋଗରେ ୫ ଗିରଫ -୫ ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଥାନା ପୋଲିସ -ଜାମିନ୍ ନାମଞ୍ଜୁର ପରେ ୫ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲ୍ ପଠାଗଲା -ଅମରେଶ ଜେନାଙ୍କ ନାଁରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ରହିଛି…

#ବାପା_ପୁଅଙ୍କ_ଝୁଲନ୍ତା_ମୃତଦେହ -ପିପିଲି: ୩ ବର୍ଷର ପୁଅ ସହ ବାପାର ଝୁଲନ୍ତା ମୃତଦେହ ଉଦ୍ଧାର -ପୋଟଳ ଗାଁରେ ଘର ଭିତରୁ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ -ଶୁକ୍ରବାର ଝଗଡ଼ା ପରେ ବାପଘରକୁ ପଳାଇଥିଲେ ପତ୍ନୀ #Father #Son #Suicide #pipili #OTV

#SP_ଅଫିସ_ସାମ୍ନାରେ_ଆତ୍ମାହୁତି_ଉଦ୍ୟମ -ରାଉରକେଲା ଏସ୍ପି ଅଫିସ୍ ସାମ୍ନାରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ -କିରାସିନି ଢାଳି ନିଆଁ ଲଗାଇବା ବେଳେ ଆଖପାଖ ଲୋକଙ୍କ ଦ୍ବାରା କାବୁ -ଘରୋଇ କଳିରୁ ଯୁବକ ଜଣଙ୍କ ଏଭଳି ପଦକ୍ଷେପ ନେଇଥିବା ସୂଚନା -ଉଦିତ୍ ନଗର ଥାନାରେ ଯୁବକଙ୍କୁ ଅଟକ ରଖି ପଚରାଉଚରା #Immolation #Spoffice #Rourkela…

#ନାବାଳିକାଙ୍କୁ_ଦୁଷ୍କର୍ମ_ଅଭିଯୋଗ -କୋରାପୁଟ: ସଦର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ -ପାଖ ଗାଁର ଜଣେ ବ୍ୟକ୍ତିଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ପୋଲିସର ତଦନ୍ତ #MinorGirl #Rape #Koraput #Odisha #OTV

#ସେପ୍ଟେମ୍ବର_୧୪ରେ_ଭାରତ_ପାକ_ମୁକାବିଲା -ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ଖେଳାଯିବ ଏସିଆ କପ୍ କ୍ରିକେଟ -ୟୁଏଇରେ ଏସିଆ କପ୍ ଆୟୋଜନ ନେଇ ବିଧିବଦ୍ଧ ନିଷ୍ପତ୍ତି -ସେପ୍ଟେମ୍ବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ମୁକାବିଲା -ପହଲଗାମ ଘଟଣା ପରେ ଭାରତ-ପାକ୍ ମ୍ୟାଚ୍କୁ ନେଇ ଥିଲା ସସ୍ପେନ୍ସ #AsiaCup #AsiaCup2025 #India #Pakistan…

#ଆଡିସନାଲ_ଷ୍ଟାଣ୍ଡିଂ_କାଉନସେଲ୍ଙ୍କ_ନିଯୁକ୍ତି_ରଦ୍ଦ -ଆଡିସନାଲ୍ ଷ୍ଟାଣ୍ଡିଂ କାଉନସେଲ୍ ସମରେଶ ଜେନାଙ୍କ ନିଯୁକ୍ତି ରଦ୍ଦ -ସମରେଶ ଜେନାଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟ ସରକାର -AG ପୀତାମ୍ବର ଆଚାର୍ଯ୍ୟଙ୍କ ସୁପାରିସ ଅନୁସାରେ ନିଯୁକ୍ତି ରଦ୍ଦ -ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଜାରି ହେଲା ନିର୍ଦ୍ଦେଶ…
