Satyabrat Nayak
@satyabrat_01
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ....⭕‼️⭕🙏🙏
ହିନ୍ଦୋଳ ବନ ବିଭାଗ ର ଅଧିକାରୀମାନେ ନିଯୁକ୍ତି ଦେଇଥିବା ଗଜସାଥି ମାନେ କିଛି ଚୋର ଏବଂ ଶିକାରୀ ମାନଙ୍କ ସହିତ ମିଶି ମଧୁଚନ୍ଦ୍ରିକା କରି ଜଙ୍ଗଲ ସମ୍ପଦକୁ ମିଳିତ ଭାବରେ ବିକ୍ରି କରିଚାଲିଛନ୍ତି । ଏହାକୁ ବନ୍ୟବିଭାଗ ର କିଛି କର୍ମଚାରୀ ମଧ୍ୟ ସହଯୋଗ କରୁଛନ୍ତି।@OdishaVigilance ଏହାର ଯାଞ୍ଚ କରନ୍ତୁ। ବି.ଦ୍ର- କନ୍ତାମିଲା ବିଟ୍।
ଲାଗୁଛି ପ୍ରଶାସନିକ କ୍ଷେତ୍ରରେ ତଳ ସ୍ତରର ପଦାଧିକାରୀ ମାନେ ଆଉ #ଭା_ପ୍ର_ଅ ମାନଙ୍କୁ ଖାତିର କରୁନାହାନ୍ତି। କାରଣ ବର୍ତ୍ତମାନ ଦଳୀୟ ରାଜନେତା ମାନେ ଅଧିକାରୀ ମାନଙ୍କ ସମ୍ପର୍କୀୟ ହୋଇଗଲେଣି ।
ଏହି ସାହି ଟି ଜଙ୍ଗଲ ନିକଟରେ ତେଣୁ ଏ ସାହିକୁ ବନ ବିଭାଗ ତରଫରୁ ଲାଇଟ୍ ବ୍ୟବସ୍ଥା କରିଲେ ଭଲ ହୁଅନ୍ତା। @districtadmndkl @DfoDhenkanal @SubCollectorHdl @BJP4Odisha @ForestDeptt @satyabrata1967
@PCCFWL_Odisha @DfoDhenkanal for enquiry and taking necessary action as per law.
ଢ଼େଙ୍କାନାଳ: ଏହା ହେଉଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହଇଜା ୱାର୍ଡର ଦୃଶ୍ୟ। ଏହା ଆମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିମଳ ବ୍ୟବସ୍ଥା।ଭିଡିଓଟିକୁ ତଦନ୍ତ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ। @districtadmndkl @CDMPHO_DKL @CMO_Odisha @HFWOdisha @MahalingMukesh @dhenkanalm_hud @SecyChief
@DfoDhenkanal for enquiry and taking necessary action as per law.
ଶ୍ରୀ ଆଶିଷ ପାଟିଲ୍, ଭା.ପ୍ର.ସେ, ଆଜି ଢେଙ୍କାନାଳ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। @CMO_Odisha @IPR_Odisha
#ରକ୍ତ_କର୍କଟ_ରୋଗରେ_ପୀଡ଼ିତା_୧୧ବର୍ଷର_ଗରିବଝିଅ_ତାପଶ୍ୟ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁରଶାସନ ପଞ୍ଚାୟତର ହରିପୁର ଗାଁର #ତାପଶ୍ୟ_ପରିଡ଼ା ପିତା-ଜିତେନ୍ଦ୍ର କୁମାର ପରିଡ଼ା ବୟସ ୧୧ #ରକ୍ତ_କର୍କଟ ରୋଗରେ AIIMS ମେଡିକାଲରେ ପୀଡିତା ଗରିବ ଝିଅ,ରାସନକାର୍ଡ ନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ @Abanikanta_1978 sir
@dcpbbsr to take immediate action as per law.
Khordha District: The incident of vandalizing the statue of the founder of the Constitution, Dr. Bhimrao Ambedkar, by the strongmen under the Alisi administration under Balipatna police station has upset all the constitution lovers of Odisha. Strict action should be taken,
Dhenkanal: Humble request to provide old age allowance to Bairagi Hembram (72) of Gothataila village, Bega village panchayat, Gondia block. Respected @CMO_Odisha @SSEPD2 @PradeepJenaIAS @districtadmndkl @dssodhenkanal @BDOGONDIA154665 @Bssogondia2023 @BinayaKumarNa17
The situation is being monitored closely. Necessary steps for detection and prevention of crime are being taken.
Khordha District: The incident of vandalizing the statue of the founder of the Constitution, Dr. Bhimrao Ambedkar, by the strongmen under the Alisi administration under Balipatna police station has upset all the constitution lovers of Odisha. Strict action should be taken,
ଢ଼େଙ୍କାନାଳ: ଜିଲ୍ଲାରେ ବିଭିନ୍ନ ପ୍ରକାର ଅପରାଧ ବଢ଼ି ଚାଲିଛି।ରାଜ୍ୟରେ ଅନ୍ୟ ଜିଲ୍ଲା ପରି @spdhenkanal ଏକ୍ସ ଆକାଉଣ୍ଟ୍ ରେ ଅଭିଯୋଗ ଗ୍ରହଣ କରିବା ସହ କାର୍ଯ୍ୟନୁଷ୍ଠାନ ନେବାକୁ ଅନୁରୋଧ।ଏହା ଦ୍ବାରା ଢ଼େଙ୍କାନାଳବାସୀ ସହଜରେ ସୁବିଧା ପାଇ ପାରିବେ। @CMO_Odisha @homeodisha @odisha_police @DGPOdisha @MohanMOdisha
ଖୋର୍ଦ୍ଧା ଜିଲ୍ଲା: ବାଲିପାଟଣା ଥାନା ଅଧୀନ ଆଳିଶି ଶାସନରେ ସମ୍ବିଧାନ ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି କୁ ଦୃର୍ବୁତ୍ତ ମାନେ ଖଣ୍ଡିତ କରିବା ଘଟଣା ଓଡ଼ିଶା ର ସମସ୍ତ ସମ୍ବିଧାନ ପ୍ରେମୀଙ୍କୁ ବ୍ୟଥିତ କରିଛି। ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। @CMO_Odisha @homeodisha @DGPOdisha

ଯାଜପୁର ଜିଲ୍ଲା ରସଲପୁର ବ୍ଲକ୍ ଅନ୍ତର୍ଗତ ଝାଲପଡ଼ା-ବ୍ରହ୍ମବରଦା ବିଜୁ ସ୍ୱତୁର ନିର୍ମାଣ କାର୍ଯ୍ୟ ୭ବର୍ଷ ହେଲା ଶେଷହେଉନାହିଁ। ଅଞ୍ଚଳବାସୀ ଖରାଦିନେ ବାଉଁଶ ପୋଲ ଓ ବର୍ଷା ଦିନେ ହୁଲି ଡଙ୍ଗାରେ ନଦୀ ପାର ହେଉଛନ୍ତି। ଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାପାଇଁ @dm_jajpur ମହୋଦୟଙ୍କୁ ବିନମ୍ର ଅନୁରୋଧ। @CMO_Odisha @MohanMOdisha
Please look into this matter and take necessary action @MohanMOdisha @CMO_Odisha @IPR_Odisha @homeodisha @SecyChief @odisha_police @DGPOdisha @AprajitaSarangi @dcpbbsr
#ମଲା_ଛୁଆ_ଧରି_ମାଆର_ଧାରଣା ସୈତନା ବାପା । ନିଜ ଛୁଆର ଚିକିତ୍ସା ପାଇଁ ଦେଲାନି ହେଲଥ୍ କାର୍ଡ । ଚାଲିଗଲା ୬ ଦିନିର ଶିଶୁ ଜୀବନ । ନ୍ୟାୟ ଦାବିରେ ଭୁବନେଶ୍ବର ଖଣ୍ଡଗିରି ଥାନା ଆଗରେ ମଲା ଛୁଆକୁ ଧରି ମାଆର ଧାରଣା #Odisha #NandighoshaTv #Bhubaneswar
@pccfodisha @DfoDhenkanal for enquiry and taking necessary action as per law.
ମାନନୀୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଆଦେଶ ପରେ କଟକ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଟ୍ୱିଟର/ @X ରେ ସକ୍ରିୟ ନାହାନ୍ତି। ଏଥିପାଇଁ ଅନେକ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଲୋକଙ୍କ ସରକାରରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଶେଷ ଅନୁରୋଧ। @CdmoCuttack @MahalingMukesh @CuttackDM
ମାନନୀୟ ମୁଖ୍ୟ ଶାସନ ସଚିବ @PradeepJenaIAS ମହୋଦୟ ଆମ୍ଭର ପ୍ରଥମ ବାର୍ଷିକ ଉତ୍ସବ (11/04/2022) ଅବସରରେ ଏହି ବହୁମୂଲ୍ୟ ଉପହାର ଟ୍ୱିଟର ଆକ୍ଟିଭିଷ୍ଟ ମାନଙ୍କୁ ପ୍ରଦାନ କରିଥିଲେ। ଯାହା ଆଜି ଆମ୍ଭମାନଙ୍କୁ ମାର୍ଗ ଦର୍ଶନ କରାଉଛି। @CMO_Odisha @MoSarkar5T @SecyChief @SRC_Odisha @osdmaodisha @IASassociation
ଗାଈ ଉପରକୁ ଏସିଡ ମାଡ଼ ମାନ୍ୟବର @homeodisha ଙ୍କୁ ଅନୁରୋଧ ଏ ଘଟଣା ଉପରେ ଜରୁରୀ ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ | @PrithivirajBJP @CMO_Odisha @Vijaykulange @GokulanandaBJP @odisha_police @PravatiPOdisha @BibhutiJena93 @sp_ganjam @igpsr