Laxmidhar Nayak
@laxmidhnayak
#Association of Tweeter Activists @OfficialTeamATA, Block Co-ordinator #HINDOL_BLOCK(Dkl) Mechanical Engineering Student
ଅଭିଯୁକ୍ତ କୁ ଯଥାଶୀଘ୍ର ଗିରଫ କରିବାକୁ ଅନୁରୋଧ।। @homeodisha @spdhenkanal @odisha_police @DGPOdisha
ଏହି ଅସାମାଜିକ ବ୍ୟକ୍ତି ଜଣଙ୍କ ଗାଁ ଦାଣ୍ଡରେ ଏମିତି ମାଆ ଭଉଣୀକୁ ନେଇ ଏଭଳି ଅଭଦ୍ର ଭାଷାରେ ଗାଳି କରୁଛି ଯେ ମାଆ ଭଉଣୀ ମାନେ ନଳକୂପ କୁ ପାଣି ଆଣିବାକୁ ଯାଉ ନାହାଁନ୍ତି। ଏବେ ବାପା ଛେଉଣ୍ଡ ଭଜମନ ନାଏକ ଙ୍କୁ ମାଡ଼ ମାରି ତାଙ୍କୁ ହତ୍ୟା କରିବାର ଧମକ ଦଉଚି ଅଭିଯୁକ୍ତ,, ହିନ୍ଦୋଳ ପୋଲିସ ମାଉସୀ ପୁଅ ଭାଇ ଭାବି ଗିରଫ କାରୁ ନାହିଁ।।
Please look into this matter and tekken immediately action 🙏🙏 Respected @CMO_Odisha @homeodisha @DGPOdisha @MohanMOdisha @spdhenkanal @PradeepJenaIAS @BJP4Odisha
@spdhenkanal to take immediate action as per law.
ଢେଙ୍କାନାଳ: ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମ କାଦୁବସନ୍ତ ସାହିର ଭଜମନ ନାଏକ ବାପା ଛେଉଣ୍ଡ ପିଲା ଟିଏ ସେ ମାମୁଁ ଘରେ ରୁହେ, ତାଙ୍କୁ ମାଡ଼ ମାରି ବାରମ୍ବାର ହତ୍ୟା ଧମକ ଦିଆଯାଉଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ। @CMO_Odisha @homeodisha @spdhenkanal @DGPOdisha @odisha_police @BJP4Odisha
ଢେଙ୍କାନାଳ: ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମ କାଦୁବସନ୍ତ ସାହିର ଭଜମନ ନାଏକ ବାପା ଛେଉଣ୍ଡ ପିଲା ଟିଏ ସେ ମାମୁଁ ଘରେ ରୁହେ, ତାଙ୍କୁ ମାଡ଼ ମାରି ବାରମ୍ବାର ହତ୍ୟା ଧମକ ଦିଆଯାଉଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯାଉ। @CMO_Odisha @homeodisha @spdhenkanal @DGPOdisha @odisha_police @BJP4Odisha
ଭଜନ ନାଏକ ଜଣେ ବାପା ଛେଉଣ୍ଡ,, ତାଙ୍କୁ ନିରୀହ ଦେଖି ତାଙ୍କୁ ମାଡ ମାରି ସବୁ ଦିନ ତାଙ୍କ ଘର ସାମ୍ନାରେ ହାଣି ଦେବି ଘରୁ ବାହାରି ଆସେ ବୋଲି ହତ୍ୟାର ଧମକ ଦିଆଯାଉଛି।। ହିନ୍ଦୋଳ ପୋଲିସ କୁ ବାରମ୍ଵାର ଅବଗତ କରାଯାଉଛି କିନ୍ତୁ ହିନ୍ଦୋଳ ପୋଲିସ ଅଭିଯୁକ୍ତକୁ ଗିରଫ କରୁ ନାହିଁ। ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଅନୁରୋଧ।। @spdhenkanal
@PCCFWL_Odisha for enquiry and taking necessary action as per law.
ଏଭଳି ନ ହୋଇଥିଲେ। ଓଡ଼ିଶାର #principal_Secretary @ForestDeptt ଙ୍କ କଥାକୁ @DfoDhenkanal ଏବଂ #ହିନ୍ଦୋଳ_ରେଞ୍ଜର ଅଣଦେଖା କରିନଥାନ୍ତେ।।
@DfoDhenkanal for enquiry and taking necessary action as per law.
Khordha District: The incident of vandalizing the statue of the founder of the Constitution, Dr. Bhimrao Ambedkar, by the strongmen under the Alisi administration under Balipatna police station has upset all the constitution lovers of Odisha. Strict action should be taken,
#ରକ୍ତ_କର୍କଟ_ରୋଗରେ_ପୀଡ଼ିତା_୧୧ବର୍ଷର_ଗରିବଝିଅ_ତାପଶ୍ୟ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁରଶାସନ ପଞ୍ଚାୟତର ହରିପୁର ଗାଁର #ତାପଶ୍ୟ_ପରିଡ଼ା ପିତା-ଜିତେନ୍ଦ୍ର କୁମାର ପରିଡ଼ା ବୟସ ୧୧ #ରକ୍ତ_କର୍କଟ ରୋଗରେ AIIMS ମେଡିକାଲରେ ପୀଡିତା ଗରିବ ଝିଅ,ରାସନକାର୍ଡ ନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ @Abanikanta_1978 sir
@dcpbbsr to take immediate action as per law.
Khordha District: The incident of vandalizing the statue of the founder of the Constitution, Dr. Bhimrao Ambedkar, by the strongmen under the Alisi administration under Balipatna police station has upset all the constitution lovers of Odisha. Strict action should be taken,
ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟବିଭାଗ.......୨୪ ବର୍ଷ ପରେ ଏକବର୍ଷର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ @MohanMOdisha ନିଜ ସ୍ତ୍ରୀଙ୍କୁ ସ୍ୱାସ୍ଥ୍ୟ ସେବା ଦେଇପାରିଲେ ନାହିଁ। କଟକ ମେଡିକାଲ କଲେଜରେ ଯଦି ଏପରି ବ୍ୟବସ୍ଥା ତେବେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କଥା ଚିନ୍ତା କରନ୍ତୁ। @CMO_Odisha @MahalingMukesh…
ଧିକ ଜୀବନ।
ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କର SCB ରେ MRI ହୋଇପାରିଲା ନାହିଁ ବୋଲି ଖବର ପ୍ରକାଶ ପାଇବା ପରେ ଖରାପ MRI ମେସିନ ଠିକ୍ କରିବାକୁ ଆମେ କଂଗ୍ରେସ କାର୍ଯ୍ୟକର୍ତ୍ତା ଅଭାବୀ ସରକାରଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଲେ, @MohanMOdisha @MahalingMukesh @HFWOdisha @INCIndia @SamalManmohan7 @dpradhanbjp @PandaJay
ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମ କାଦୁବସନ୍ତ ସାହିର ସୁନିଆଁ ନାଏକ ଜଣେ 75% ଦିବ୍ୟାଙ୍ଗ, ତାଙ୍କ ଘର ଛାତ ଉପରକୁ ଏକ ବିରାଟ ବଡ଼ ଶାଗୁଆନ ଗଛ ଢାଙ୍କି କି ରହିଛି, ପବନ ଟିକେ ଜୋର୍ ରେ ହେଲେ ଗଛ ଟି ଭାଙ୍ଗି ତାଙ୍କ ଛାତ ଉପରେ ପଢ଼ିବାର ସମ୍ଭାନା ରହିଛି। @ForestDeptt @DfoDhenkanal
ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ ନବକିଶୋରପୁର ପଞ୍ଚାୟତ ଖଇରାବାହାଳୀ ଗ୍ରାମର ଗୀତା ନାଏକ ସ୍ବାମୀ ଧଡ଼ିଆ ନାଏକ ଆବାସ ଯୋଜନା ଘର ଟିଏ ଯୋଗାଇ ଦିଆଯାଉ l Respected @CMO_Odisha @SecyChief @RabiNaikBJP @PRDeptOdisha @PMAYUrban @HUDDeptOdisha @sird_pr_odisha @districtadmndkl @ZPDhenkanal @HindolSamiti
ଏହି ଅସହାୟ,ନିରାଶ୍ରୟ, ରୋଗାକ୍ରାନ୍ତ ବୃଦ୍ଧା ଜଣକ ଦୁଃଖ କେବେ ବୁଝିବେ ସରକାର? @CMO_Odisha @PravatiPOdisha @SSEPD2
ଢେଙ୍କାନାଳ ଜିଲ୍ଲା: ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମର ଝୁମ୍ପେଇ ନାଏକ ସ୍ଵାମୀ - ଚନ୍ଦ୍ରମଣି ନାଏକ ଙ୍କୁ 80 ବର୍ଷ ପାର ହୋଇଯାଇ ଥିବାରୁ ତାଙ୍କ ଭତା ରାଶିକୁ 3500 ଟଙ୍କାକୁ ବୃଦ୍ଧି କରିବାକୁ ଅନୁରୋଧ। @CMO_Odisha @MohanMOdisha @districtadmndkl @SecyChief @dssodhenkanal @SSEPD2
କେବଳ #କିଛି_ବଡ଼_କମ୍ପାନୀ ମାନଙ୍କ ସହିତ #ଓଡ଼ିଶା_ସରକାର ଙ୍କର ମିଳିତ ଉଦ୍ୟମରେ ଓଡ଼ିଶା ବସୀ ଙ୍କୁ ଭକୁଆ ବନେଇ ଲୁଟିବପାଇଁ ବସିଛନ୍ତି
ଢେ଼ଙ୍କାନାଳ ଜିଲ୍ଲା,ହିନ୍ଦୋଳ ବ୍ଲକ, କାନ୍ତାମିଲା ଅଞ୍ଚଳରେ ଦୁଇଦିନ ହେବ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଅଛି କିନ୍ତୁ ଆଜି ପର୍ଯ୍ୟନ୍ତ @TPCentralOdisha ର କୌଣଷି କର୍ମଚାରୀ ଏହାକୁ ପୁନରୁଦ୍ଧାର କରିପାରିନାହାନ୍ତି। ଏହା ହେଉଛି #ଓଡ଼ିଶା_ସରକାର ଏବଂ #ଟାଟା ର ମିଳିତ ଅପାରଗତା। @CMO_Odisha @PradeepJenaIAS @EnergyOdisha
ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ, ପୋଲିସ ଷ୍ଟେସନ ଏକ୍ସ ରେ ସକ୍ରିୟ ରୁହନ୍ତୁ l ଜିଲ୍ଲା ପ୍ରଶାସନର ଟ୍ୱିର୍ଟର ଏବଂ ଏକ୍ସ ହାଣ୍ଡେଲରେ ଆସୁଥିବା ଅଭିଯୋଗ ଗୁଡିକର ନିୟମିତ ତଦାରଖ କରିବା ସହ ତୁରନ୍ତ ସମାଧାନ କରନ୍ତୁ l @CMO_Odisha @SecyChief @districtadmndkl @Somesh_IAS @OfficialTeamATA @VoiceDKL #Dhenkanal