Dipak Kumar Swain
@TechAlmond1
Helping Nature | Youth Activist | RTI Activist | धर्मो रक्षति रक्षितः
#ରବିବାର_ଡାଏଲିସ୍_ବନ୍ଦ #ଏମକେସିଜି_ବ୍ରହ୍ମପୁର ଉକ୍ତ ଡାକ୍ତର ଓ ଅଧିକାରୀ, କର୍ମଚାରୀମାନଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉ। @CMO_Odisha @MohanMOdisha @HFWOdisha @MahalingMukesh @SecyChief @Ganjam_Admin @DeanMkcg @MedicalMkcg

ମହୋଦୟ ଏଥିପ୍ରତି ଟିକେ ଧ୍ଯାନ ଦିଅନ୍ତୁ, ଜନସାଧାରଣ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି @CMO_Odisha @MohanMOdisha @MahalingMukesh @HFWOdisha @CdmoGanjam @GokulanandaBJP @PravatiPOdisha @SecyChief

Dear Sir, I kindly request you to look into this matter and take necessary action @SecyChief @CMO_Odisha @rdmodisha @PRDeptOdisha @Ganjam_Admin @Nac_Polasara @HUDDeptOdisha

ବାରମ୍ବାର ଏମିତି ସବୁ ଦେଖିବାକୁ ଭଲ ଲାଗୁନି। ଏତେ କୋଟି ଟଙ୍କା ଖର୍ଚ୍ଚ କଲା ପରେ ବି, ଦୁର୍ନୀତି ତ ପକ୍କା ହୋଇଥିବ। ମହୋଦୟ ଲୋକଙ୍କ ଜୀବନ ସହ ଖେଳନ୍ତୁ ନାହିଁ ଶୀଘ୍ର ଏହାର ପ୍ରତିକାର କରନ୍ତୁ। @CMO_Odisha @MohanMOdisha @HFWOdisha @MahalingMukesh @Ganjam_Admin @MedicalMkcg @CdmoGanjam

ଗଞ୍ଜାମର ପ୍ରର୍ଯ୍ୟଟନ ସ୍ଥଳୀକୁ କାହିଁକି ବାଦ୍ ଦିଆଗଲା ବାଦ୍ ଦିଆଯାଇଥିବା ସହର ଗୁଡିକୁ ଉପଲବ୍ଧ କରାନ୍ତୁ। @PMOIndia @AshwiniVaishnaw @RailMinIndia @dpradhanbjp @CMO_Odisha @MohanMOdisha @GokulanandaBJP @Ganjam_Admin @OdishaRail @OfficialTeamATA

ଗଞ୍ଜାମ ରେ ବି ସମାନ ସ୍ଥିତି CDMO ଖାଲି @X ଆକାଉଣ୍ଟ ଖୋଲି ଛାଡିଦେଇଛନ୍ତି ନା କୌଣସି ପୋଷ୍ଟ ନା କୌଣସି ରିପ୍ଳାଇ, ବିଭାଗୀୟ ମନ୍ତ୍ରୀ ଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ @MahalingMukesh @HFWOdisha @CMO_Odisha @MohanMOdisha @OfficialTeamATA
ମାନନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କିଛି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପାଳନ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେଇଥିବା ସମୟରେ ଅଧିକାଂଶ ଅଧିକାରୀ ଏହାକୁ ପାଳନ କରିନାହାନ୍ତି। ଏଥିପାଇଁ ମନ୍ତ୍ରୀ ମହୋଦୟ ସାଧାରଣ ଜନତାଙ୍କ ହିତରେ କଣ ପଦକ୍ଷେପ ନେବେ ? @MahalingMukesh @CMO_Odisha @GovernorOdisha
Dear sir Kindly look on this matter @CMO_Odisha @HFWOdisha @MahalingMukesh @nhmodisha @OfficialTeamATA
ସିଡିଏମଓ ଗଞ୍ଜାମ @CdmoGanjam କେବଳ ଟୁଇଟର ଆକାଉଣ୍ଟ ଖୋଲିଛି ୨୦୨୩ ରୁ ନା କିଛି ପୋଷ୍ଟ ନା କିଛି REPLY ମାନନୀୟ ବିଭାଗୀୟ ମନ୍ତ୍ରୀ @MahalingMukesh ଆପଣଙ୍କୁ ଅନୁରୋଧ ନିର୍ଦ୍ଦେଶ ଦିଅନ୍ତୁ ଟୁଇଟର ରେ ସକ୍ରିୟ ରହିବା ପାଇଁ । @MohanMOdisha @SecyChief @OfficialTeamATA @HFWOdisha @homeodisha @PIBBhubaneswar
ସମସ୍ତ ସରକାରୀ କାର୍ଯାଳୟ ର @X ଆକାଉଣ୍ଟ୍ ଖୋଲାଯାଇ ସକ୍ରିୟ ରହିବାକୁ ଅନୁରୋଧ। ଯାହା ଦ୍ବାରା ଜନସାଧାରଣଙ୍କ ଅଭିଯୋଗ ର ତ୍ବରିତ ସମାଧାନ ହେଇପାରିବ @CMO_Odisha @IPR_Odisha @MohanMOdisha @homeodisha
ନୂଆପଡା ଜିଲ୍ଲାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସୁଶାସନ ବ୍ୟବସ୍ଥା ପାଇଁ ସମସ୍ତ ବ୍ଲକ ଓ ତହସିଲଦାରଙ୍କ ସମେତ ଜିଲ୍ଲା ଅଧିକାରୀଙ୍କ ଟ୍ୱିଟର ବା @X ଆକାଉଣ୍ଟ ଖୋଲି ସକ୍ରିୟ ରହିବାକୁ ଦାବିପତ୍ର ପ୍ରଦାନ କରାଯାଇଛି। @DM_Nuapada @SPNUAPADA @CMO_Odisha @PravatiPOdisha @KVSinghDeo1 @dept_ga @Subhamtandi2 @Pagrawal11
Dear Sir Kindly Look on this matter @CMO_Odisha @MohanMOdisha @HFWOdisha @MahalingMukesh @Ganjam_Admin @keerthi_ias @CdmoGanjam

Dear sir @CMO_Odisha @rdmodisha @sureshkpujari @Ganjam_Admin look in the matter necessary action

ଲୋକେ ଜମିଜମା ତଥା ତହସିଲ କଥା ଶୁଣିବା ମାତ୍ରେ ଭୟ କରୁଛନ୍ତି ଏଥିପାଇଁ ହିଁ। ସାଧାରଣ ଲୋକଙ୍କୁ ଲୁଟି ଲୁଟି ଦଲାଲ ଓ କର୍ମଚାରୀ ମାଲାମାଲ୍। ରାଜସ୍ବ ବୋର୍ଡ ର ଆଦେଶ ମାନୁ ନାହାନ୍ତି। ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ନଚେତ୍ ସବୁ ଶ୍ରାଦ୍ଧ କରିଦେବେ @CMO_Odisha @MohanMOdisha @sureshkpujari @rdmodisha @Ganjam_Admin

Kindly look at the matter necessary action @CMO_Odisha @MohanMOdisha @RDOdisha @PRDeptOdisha @RabiNaikBJP @Ganjam_Admin @RWSS_Odisha

ଇଛା ନଥିଲେ ବି ପେଟପାଟଣା ପାଇଁ ବାହାର ରାଜ୍ଯ କୁ ଯିବା ପାଇଁ ବାଧ୍ୟ, ଗାଁ ରେ କୁଜିନେତା ସବୁ ମନରେଗା କୁ ବାଟମାରଣା କରି ଟଙ୍କା ଶ୍ରାଦ୍ଧ କଲେ, ଲୋକଙ୍କୁ ବାହାର ରାଜ୍ଯ ହିଁ ଭରସା। ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ @MohanMOdisha @SecyChief @CMO_Odisha @KVSinghDeo1 @LESIOdisha @LabourOdisha

Respect sir kindly look in the matter necessary action @CMO_Odisha @MohanMOdisha @Krushnach_Patra @Food_Odisha @FS_Odisha @Ganjam_Admin @fssaiindia

The matter is very serious, take strict action against the corrupt officials @MohanMOdisha @CMO_Odisha @sureshkpujari @rdmodisha @Ganjam_Admin @BDO_PATRAPUR

Kindly look in the matter sir @rdmodisha @sureshkpujari @CMO_Odisha @MohanMOdisha @Ganjam_Admin @SMEOdisha @NityanandaBJP @GokulanandaBJP

Please look into this matter and take necessary action. @CMO_Odisha @MahalingMukesh @HFWOdisha @Ganjam_Admin

ମାଳ ମାଳ ଜଳଛତ୍ରମାନ ଖୋଲା ହୋଇଛି କିନ୍ତୁ ଜଳ କୋଉଠି ନାହିଁ। ପ୍ରଶାସନ ମହୋଦୟ ଏଥି ପ୍ରତି ଧ୍ଯାନ ଦିଅନ୍ତୁ @CMO_Odisha @PRDeptOdisha @Ganjam_Admin @rwss_berhampur @RWSS_Bhanjanagr @Nac_Polasara

Dear Sir Kindly Strict action in this matter @CMO_Odisha @MohanMOdisha @ForestDeptt @rdmodisha @sureshkpujari @Ganjam_Admin

Dear sir please maintain the hygiene for this drinking water machine in branch POLASARA ADB BRANCH SBIN0004739 @TheOfficialSBI @OfficialSBICare @RBI
