Rohit Dalai
@Rohit_dalai1
Foodie 🍕| Digital Marketing Learner | Thoda complaint, thoda meme 😆 | Tweeting about what matters & what entertains! 🚀 | Dare to Complaint | personal tweets
ଅଭିଯୋଗ କରି କରି ଥକିଗଲିଣି ହେଲେ ବି ଫଳାଫଳ ଶୂନ। @Ganjam_Admin @BrahmapurCorp @MayorBerhampur @sdmbam @HUDDeptOdisha @dr_kcmahapatra @MohanMOdisha @SecyChief @DC_Odisha @homeodisha @bdabrahmapur @rwss_berhampur @RDOdisha @PRDeptOdisha @shafi9437 @OfficialTeamATA @12_baje @amonnayak13
@BrahmapurCorp @Ganjam_Admin I am a resident of Mayapuri, near Annapurna Nagar, Sujan Mark, PIN 760002. There is no proper road in our area, which causes major problems, especially during the rainy season. Kindly take necessary action to resolve this issue. Thank you.
ସତ ଖବର ଲୋକଳଚନ କୁ ଆଣିବାକୁ ସାମ୍ୱାଦିକ କୁ ଜୀବନରେ ମାରିଦେବାକୁ ଧମକ ଦେଉଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବନାଞ୍ଚଳ ଅଧିକାରି @homeodisha ଏତିପ୍ରତି ଦୃଷ୍ଟି ଦିଅନ୍ତୁ @CMO_Odisha @DGPOdisha @PrithivirajBJP @ForestDeptt #GaneshRamsinghkhuntia @SecyChief @koraputdm @SPkoraput @digswrkoraput
ଜରାଜୀର୍ଣ୍ଣ ଅବସ୍ଥା ରେ ବ୍ରହ୍ମପୁର ର ବିମାନଗର ଶିଶୁ ଉଦ୍ୟାନ , ଲକ୍ଷାଧିକ ଟଙ୍କା ବିନିଯୋଗ ରେ ଶିଶୁ ଉଦ୍ୟାନ ବନିଥିଲେ ମଧ୍ୟ କୌଣସି କାମରେ ଆସୁନାହିଁ ,ସରକାର ଦୃଷ୍ଟି ଦେବା ପାଇଁ ଅନୁରୋଧ। @Ganjam_Admin @BrahmapurCorp @MohanMOdisha @sdmbam @HUDDeptOdisha @ushapadhee1996 @dr_kcmahapatra @CMO_Odisha @SecyChief

ବ୍ରହ୍ମପୁର ସହର ର ଆହାର କେନ୍ଦ୍ର ଆହାର ନାହିଁ , ନିର୍ଦ୍ଧାରିତ ସମୟରେ ମିଳୁନି ଖାଦ୍ୟ @Ganjam_Admin @SecyChief @BrahmapurCorp @MohanMOdisha @Food_Odisha @FS_Odisha

#ଜନଶୁଣାଣି_ଶିବିରରେ_ଚାଷୀଙ୍କ_ହୋହଲ୍ଲା ସୁବର୍ଣ୍ଣପୁର: ତରଭାରେ ଜନଶୁଣାଣି ବେଳେ ହୋହଲ୍ଲା ଜନଶୁଣାଣି କରୁଥିଲେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନଶୁଣାଣି ଆରମ୍ଭରୁ ଶତାଧିକ ଚାଷୀଙ୍କ ଧାରଣା ରବି ଧାନ ବିକ୍ରି ଟଙ୍କା ପାଇନଥିବା ଅଭିଯୋଗରେ ହଙ୍ଗାମା #Sonepur @DM_Subarnapur
#ତାପଶ୍ୟ_ପରିଡ଼ା ପିତା-ଜିତେନ୍ଦ୍ର କୁମାର ପରିଡ଼ା ବୟସ ୧୧ #ରକ୍ତ_କର୍କଟ ରୋଗରେ AIIMS ମେଡିକାଲରେ ପୀଡିତା ଗରିବ ଝିଅ,ରାସନକାର୍ଡ ନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ @Food_Odisha @FS_Odisha @_KrushnaChPatra @MohanMOdisha @SecyChief @HFWOdisha @MoHFW_INDIA @Abanikanta_1978
#ରକ୍ତ_କର୍କଟ_ରୋଗରେ_ପୀଡ଼ିତା_୧୧ବର୍ଷର_ଗରିବଝିଅ_ତାପଶ୍ୟ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁରଶାସନ ପଞ୍ଚାୟତର ହରିପୁର ଗାଁର #ତାପଶ୍ୟ_ପରିଡ଼ା ପିତା-ଜିତେନ୍ଦ୍ର କୁମାର ପରିଡ଼ା ବୟସ ୧୧ #ରକ୍ତ_କର୍କଟ ରୋଗରେ AIIMS ମେଡିକାଲରେ ପୀଡିତା ଗରିବ ଝିଅ,ରାସନକାର୍ଡ ନଥିବାରୁ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ @Abanikanta_1978 sir
ଅଶେଷ ଅଶେଷ ଧନ୍ୟବାଦ ଆପଣଙ୍କୁ
ମହୋଦୟ, ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ନୂଆଗଡ ବ୍ଲକ ଅନ୍ତର୍ଗତ ଆତରସିଂ ପଞ୍ଚାୟତ କେରେ ଗ୍ରାମରେ ଅସୁରକ୍ଷିତ ଅବସ୍ଥାରେ ଥିବା ବିଦ୍ୟୁତ୍ ତାର ସମସ୍ୟାର ସମାଧାନ ହୋଇଛି ଏବଂ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ କରାଯାଇଛି । ଫଟୋ ସଂଲଗ୍ନ ହୋଇଛି l ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ।
ବୟସ ହେବା ସତ୍ବେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ଏହି ଦୁଇ ହିତାଧିକାରୀ , ସରକାରି ଯୋଜନା ର ଲାଭ ପାଇପରୁନାହାନ୍ତି @CMO_Odisha @MohanMOdisha @SSEPD2 @NityanandaBJP @SecyChief @PRDeptOdisha @koraputdm @DssoKoraput @ZP_Koraput @BDO_Nandapur @saptagiriulaka @RCKadamINC
ଗୁରୁ ଖରା ଓ ବାର୍ସୁ ଖିଲ ୨ଜଣ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଭତ୍ତା ପ୍ରଦାନ କରିବାକୁ ଅନୁରୋଧ @CMO_Odisha @MohanMOdisha @SSEPD2 @NityanandaBJP @SecyChief @PRDeptOdisha @koraputdm @DssoKoraput @ZP_Koraput @BDO_Nandapur @saptagiriulaka @RCKadamINC
Hey, @grok , who was the most famous political person to visit my profile? It doesn't need to be a mutual, don't tag them, just say who it was.
ଆଜିର ଡିଜିଟାଲ ଦୁନିଆରେ ସୁଶାସନ ବ୍ୟବସ୍ଥା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷା ଅଧିକାରୀଙ୍କୁ ଟ୍ୱିଟର'X' ମାଧ୍ୟମରେ ଦିଆଯାଉଥିବା ସମସ୍ୟା ଗୁଡ଼ିକର ଗୁରୁତ୍ୱ ପ୍ରଦାନକରି ସମାଧାନ କରିବାପାଇଁ ବିନମ୍ର ନିବେଦନ। @CMO_Odisha @MohanMOdisha @DHE_Odisha @suryabanshibjp @dpradhanbjp @SMEOdisha @OSEPA_Official
Sir, these puppies and their mother need proper treatment. Kindly help them get better care. Please help, sir. 🙏 @Vijaykulange @RabinarayanPat1 @kailash226073 @dahvsodisha @Dept_of_AHD @farddepartment @MohanMOdisha @SecyChief @bmcbbsr @sureshvashishth @VOTIBBSR @vijayyeddula

देशभक्ति के नाम पर ‘ Selective Hypocrisy’ बंद हो मुझ जैसा साधारण व्यक्ति पहलगाम के बाद ‘पैसे और फेम’ से उपर उठकर देशहित की भावनाओं का सम्मान करते हुए पाकिस्तान के Events और खिलाड़ियों का Podcast नहीं करता। देशहित में इतनी समझ BCCI में नहीं? Absolute SHAME!
ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛି @BrahmapurCorp @HUDDeptOdisha @Ganjam_Admin
ଆଜିର ଡିଜିଟାଲ ଦୁନିଆରେ ସୁଶାସନ ବ୍ୟବସ୍ଥା ପାଇଁ ଜଗତସିଂହପୁର ଜିଲ୍ଲାର ସମସ୍ତ ବ୍ଲକ୍ ଓ ତହସିଲଦାରଙ୍କ ସମେତ ଜିଲ୍ଲା ଅଧିକାରୀଙ୍କ ଟ୍ୱିଟର ବା 'X' ଆକାଉଣ୍ଟ ଖୋଲି ସକ୍ରିୟ ରହିବାପାଇଁ ଅନୁରୋଧ। @CMO_Odisha @MohanMOdisha @IPR_Odisha @homeodisha @OfficialTeamATA
ଆପଣଙ୍କୁ ଅନୁରୋଧ ସଠିକ୍ ଫଟୋ ଦେବା ପାଇଁ ଏହି ଫଟୋ ରେ ଆମ୍ବ ମାର୍କେଟ ଛକ ର ବୋଲି ଲେଖା ଯାଇ ନାହିଁ , ଦୟାକରି ସଠିକ୍ ଫଟୋ ଉପସ୍ଥାପନ କରିବା ପାଇଁ ଅନୁରୋଧ । @BrahmapurCorp @Ganjam_Admin @HUDDeptOdisha @OfficialTeamATA @shafi9437 @dr_kcmahapatra @ushapadhee1996 @MohanMOdisha @SecyChief
Necessary repair made and the toilet is functional.
ମିଳୁନାହିଁ କୌଣସି ସରକାରୀ ସୁବିଧା , ରାସନ ଏବଂ ଭତ୍ତା ପାଇବାରୁ ବଞ୍ଚିତ ଏହି ପରିବାର , ସରକାର ଏବଂ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଅନୁରୋଧ। @DMKandhamal @phiringia @OfficialTeamATA @Food_Odisha @_KrushnaChPatra @SSEPD2 @Dssokandhamal @homeodisha @SecyChief @MohanMOdisha @PhiringiaP @NityanandaBJP

CC କ୍ୟାମେରା ନାହିଁ , ପାଣି ଆସୁନାହିଁ, ଆଲୋକିକରଣ ନାହିଁ bemc କୁ ବାରମ୍ବାର ଅଭିଯୋଗ ସତ୍ବେ କିଛି ସୁଫଳ ନାହିଁ କାହିଁକି ? @BrahmapurCorp @Ganjam_Admin @keerthi_ias @HUDDeptOdisha @dr_kcmahapatra @ushapadhee1996 @MohanMOdisha @SecyChief @SwachhataKendra #brahmapur #toilet #clean_brahmapur

ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ କଳାବାଡ଼ିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା (ଖ) ଅଙ୍ଗନବାଡ଼ି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି। କେନ୍ଦ୍ରରେ ପାନୀୟଜଳ ଓ ବିଦ୍ୟୁତ୍ ସଂଯୋଜ ନାହିଁ। ଏଥିପ୍ରତି ମାନନୀୟ @DM_Mayurbhanj ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। @CMO_Odisha @MohanMOdisha @Shubha_Sarma @_anugarg
#ଆଉଟସୋର୍ସିଂ_ଉପରେ_ସରକାରଙ୍କ_କଟକଣା ଅର୍ଥ ବିଭାଗର ବିନା ଅନୁମତିରେ ନିଯୁକ୍ତି ମନା ଅନୁମତି ନନେଇ କୌଣସି ବିଭାଗ ଦେଇପାରିବେନି ନିଯୁକ୍ତି ସବୁ ବିଭାଗକୁ ଚିଠି ଲେଖିଲେ ଅର୍ଥ ସଚିବ @FdOdisha
Dear sir Kindly look on this matter @CMO_Odisha @HFWOdisha @MahalingMukesh @nhmodisha @OfficialTeamATA
ସିଡିଏମଓ ଗଞ୍ଜାମ @CdmoGanjam କେବଳ ଟୁଇଟର ଆକାଉଣ୍ଟ ଖୋଲିଛି ୨୦୨୩ ରୁ ନା କିଛି ପୋଷ୍ଟ ନା କିଛି REPLY ମାନନୀୟ ବିଭାଗୀୟ ମନ୍ତ୍ରୀ @MahalingMukesh ଆପଣଙ୍କୁ ଅନୁରୋଧ ନିର୍ଦ୍ଦେଶ ଦିଅନ୍ତୁ ଟୁଇଟର ରେ ସକ୍ରିୟ ରହିବା ପାଇଁ । @MohanMOdisha @SecyChief @OfficialTeamATA @HFWOdisha @homeodisha @PIBBhubaneswar
ସିଡିଏମଓ ଗଞ୍ଜାମ @CdmoGanjam କେବଳ ଟୁଇଟର ଆକାଉଣ୍ଟ ଖୋଲିଛି ୨୦୨୩ ରୁ ନା କିଛି ପୋଷ୍ଟ ନା କିଛି REPLY ମାନନୀୟ ବିଭାଗୀୟ ମନ୍ତ୍ରୀ @MahalingMukesh ଆପଣଙ୍କୁ ଅନୁରୋଧ ନିର୍ଦ୍ଦେଶ ଦିଅନ୍ତୁ ଟୁଇଟର ରେ ସକ୍ରିୟ ରହିବା ପାଇଁ । @MohanMOdisha @SecyChief @OfficialTeamATA @HFWOdisha @homeodisha @PIBBhubaneswar
