Binku Biswal
@BiswalBinku
Working as a Master Trainer at Civil Defence,OSDMA at any Emergency i will be there as a first Responder, Social work,President of Civil Defence Sangha ,Odisha.
ସିଆରପିଏଫ ପ୍ରତିଷ୍ଠା ଦିବସ ଅବସରରେ ଦେଶର ସୁରକ୍ଷା ପାଇଁ ସମର୍ପିତ ସମସ୍ତ ବୀର ଯବାନଙ୍କୁ ମୋର ପ୍ରଣାମ ଜଣାଉଛି। ଆପଣ ସମସ୍ତଙ୍କ ତ୍ୟାଗ, ସମର୍ପଣ ଏବଂ ବଳିଦାନକୁ ଦେଶ କେବେ ଭୁଲିବ ନାହିଁ। #CRPFFoundationDay
ମାହାଙ୍ଗାର ଲୋକପ୍ରିୟ ବିଧାୟକ ଶ୍ରୀ ଶାରଦା ପ୍ରସାଦ ପ୍ରଧାନଙ୍କୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ମହାପ୍ରଭୁ ଆପଣଙ୍କୁ ଦୀର୍ଘ, ସୁସ୍ଥ ଓ ନିରାମୟ ଜୀବନ ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା।
ଆଜି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଙ୍ଗାଲି ବୁଥ-୯ ଠାରେ ଦଳୀୟ କାର୍ଯ୍ୟକର୍ତ୍ତା, ଜନସାଧାରଣଙ୍କ ଉପସ୍ଥିତିରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀଙ୍କ ଲୋକପ୍ରିୟ ରେଡ଼ିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ଶୁଣିବା ଅବସରରେ.. #MannKiBaat @BJP4India @JPNadda @narendramodi @PMOIndia @dpradhanbjp…
ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଗଲପୁର ବ୍ଲକ ନଅଗାଁ (କ) ଠାରେ 'ଜନ ସମ୍ପର୍କ ଅଭିଯାନ'ରେ ସାମିଲ ହୋଇ ସ୍ଥାନୀୟ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଲି। ସେମାନଙ୍କ କଲ୍ଯାଣ ପାଇଁ ଲୋକଙ୍କ ସରକାର ଦ୍ଵାରା ନିଆଯାଉଥିବା ପଦକ୍ଷେପ ଏବଂ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା କରିଛି। ଏହି ଅବସରରେ କଂଗ୍ରେସର ନେତା ଶ୍ରୀ ମଙ୍ଗୁଲୁ ଭୋଇ,…
The situation is being monitored closely. Necessary steps for detection and prevention of crime are being taken.
@DGPOdisha @spdhenkanal to take immediate action as per law.
ଯାହାକି ସାମ୍ବାଦିକ ମାନେ Sdpo ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ sdpo ସା୍ର ମଧ୍ୟ୍ୟ ଥାନା ଅଧିକାରିଙ୍କୁ ତାଗିଦ କରିଥିଲେ ଏବଂ ସାଙ୍ଗେ cese ଫାଇଲ କର କହିଥିଲେ ହେଲେ ଥାନା ଅଧିକାରୀ ଅଣଦେଖା କଲେ.ସମସ୍ୟା ଉପରେ ଦୃଷ୍ଟି ଦେବାକୁ @DGPOdisha @homeodisha ସା୍ର ଙ୍କୁ ବିନମ୍ର ଅନୁରୋଧ
ଯାହାକି ସାମ୍ବାଦିକ ମାନେ Sdpo ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ sdpo ସା୍ର ମଧ୍ୟ୍ୟ ଥାନା ଅଧିକାରିଙ୍କୁ ତାଗିଦ କରିଥିଲେ ଏବଂ ସାଙ୍ଗେ cese ଫାଇଲ କର କହିଥିଲେ ହେଲେ ଥାନା ଅଧିକାରୀ ଅଣଦେଖା କଲେ.ସମସ୍ୟା ଉପରେ ଦୃଷ୍ଟି ଦେବାକୁ @DGPOdisha @homeodisha ସା୍ର ଙ୍କୁ ବିନମ୍ର ଅନୁରୋଧ
ଢେଙ୍କାନାଳ ହିନ୍ଦୋଳବ୍ଲକ ଗୋରିଲଗ୍ରାମର ପ୍ରଭାକର ସାମଲ କମ୍ପୁଟର ଶିକ୍ଷକ କରାଇ ଦେବାକହି ଜଣେ ହାବିଲଦାର ପୋଲିସ କର୍ମଚାରୀ ପ୍ରଭାକର ଠାରୁ ତିନିଲକ୍ଷ ଟଙ୍କା ନେଇଥିବା ଠକିମୀର ଶିକାର ହେୟିଥିବା ବେଳେ ବାଲିମି ଥାନାର ଦ୍ୱାରସ୍ଥ ହେୟୀଥିବା ବେଳେ ବାଲିମିଥାନା ଅଧିକାରୀ ଅଭିଯୋଗଟିକୁ ରଖିଲେନାହିଁ. @CMO_Odisha @DGPOdisha @spdhenkanal
ମୟୂରଭଞ୍ଜ ଜିଲ୍ଲାର ୬୫୦ରୁ ଅଧିକ ଆଦିବାସୀ ମହିଳାଙ୍କ ପ୍ରୟାସ ଦ୍ଵାରା ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର କରାଯାଇଛି। ଯାହା ମାଧ୍ୟମରେ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି - ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ #MannKiBaat #Mayurbhanj
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କାଠ କୁମ୍ପା ଗ୍ରାମରେ ବିନା କାରଣ ରେ @TPCentralOdisha କରେଣ୍ଟ କାହିଁକି କାଟିଛନ୍ତି ସକାଳ 11 ଟା ରୁ କରେଣ୍ଟ ନାହିଁ ଲୋକମାନେ ଚାଷ କାମ କରି ଆସି ଆରମେ ନେଲା ବେଳେ ଗରମ ରେ ହନ୍ତ ସନ୍ତ ଦୟାକରି ଯଥାଶୀଘ୍ର କରେଣ୍ଟ ଦେବାକୁ ଅନୁରୋଧ. @districtadmndkl @KVSinghDeo1
Successfully completed TOT under the YAMS Scheme of NDMA at the State Institute of Disaster Management (SIDM), ROTI Bhubaneswar.@CMO_Odisha @homeodisha @MahalingMukesh @IPR_Odisha @narendramodi @AmitShah @DGFS_HGs_CD @PravatiPOdisha @osdmaodisha @SecyChief @SRC_Odisha @otvkhabar




ଅବଳା କି ଦୁର୍ବଳା ନୁହେଁ, ଆମ ଝିଅ ହେବେ ବିଶ୍ବବିଜୟୀ... ଲୋଇସିଂହା ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କୁ ଶିକ୍ଷାଦାନ କରିବାର ଅନୁଭୂତି ଥିଲା ନିଆରା। ମୋର ବିଶ୍ବାସ ଏହି ବିଦ୍ୟାଳୟର ଛାତ୍ରୀ ନିଜର ଦକ୍ଷତା ବଳରେ ଉନବିଂଶ ଶତାବ୍ଦୀରେ ବିଶ୍ଵର ନେତୃତ୍ଵ ନେବେ।
ଗଞ୍ଜାମ ଜିଲ୍ଲାର ମହାନ କଳାକାର ୧୦୭ ବର୍ଷୀୟ ପଦ୍ମଶ୍ରୀ ଗୁରୁ ଗୋପୀନାଥ ସ୍ଵାଇଁ ଭୁବନେଶ୍ବର ସ୍ଥିତ @AIIMSBhubaneswr ରେ ଚିକିତ୍ସିତ ହେଉଛନ୍ତି। ଆଜି AIIMS ଗସ୍ତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲି। ତାଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ AIIMS ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ ଆଶୁତୋଷ ବିଶ୍ୱାସ ଏବଂ…
Training on Disaster Management to School Students at Dhenkanal district. Training imparted by the Master trainer of Civil Defence. @osdmaodisha @NibeditaPany @districtadmndkl @SMEOdisha @EduMinOfIndia @CMO_Odisha @PMOIndia @CMO_Odisha @BiswalBinku @btushar02 @ndmaindia
ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାରପାଲି ପ୍ରାଥମିକ ବିଦ୍ୟାଳୟରେ ନୂତନ ଅତିରିକ୍ତ ଶ୍ରେଣୀ ଗୃହର ଉଦ୍ଘାଟନ କଲି। ଏହି ନୂତନ କକ୍ଷ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ ଆଧୁନିକ ଏବଂ ସୁରକ୍ଷିତ ବାତାବରଣ ପ୍ରଦାନ କରିବ। ଯାହା ସେମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରାପ୍ତ କରିବାରେ ସହାୟକ ହେବ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ନୀତି ଆଦର୍ଶ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଦୃଢ଼ ନେତୃତ୍ବରେ ଅନୁପ୍ରାଣିତ ହୋଇ ହୀରାପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଶ୍ରୀ ରାଜକିଶୋର ସ୍ୱାଇଁ, ନାଏବ ସରପଞ୍ଚ ଶ୍ରୀ ସର୍ଜନ ବେହେରା, ୱାର୍ଡ ସଭ୍ୟ ଶ୍ରୀ ହୀରାଲାଲ ଭୋଇଙ୍କ ସମେତ ୨୦ରୁ ଅଧିକ ବିଜେଡି…
ବିଶେଷ ସୂଚନା: ଆସନ୍ତା ତା: ୨୮.୦୭.୨୦୨୫ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ। @dept_ga
ଆଠଗଡ଼- ତିଗିରିଆ ନିର୍ବାଚନ ମଣ୍ଡଳୀ ବିଜେପି କାର୍ଯ୍ୟାଳୟ ଠାରେ ସ୍ନେହଭରା ସ୍ଵାଗତ ସମ୍ବର୍ଦ୍ଧନା ପାଇଁ ଆମ ଦଳର ନେତା ଶ୍ରୀ ଅଭୟ କୁମାର ବାରିକ, ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।
ବଲାଙ୍ଗିରର ମୋର ବନ୍ଧୁ କାହ୍ନୁ ଦିପ୍ ଙ୍କ ଶାସ୍ତ୍ରୀନଗର ସ୍ଥିତ ବାସଭବନ ଗସ୍ତ କରି ତାଙ୍କର ମା' ସ୍ଵର୍ଗତ କେତକୀ ଦିପ୍ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଲି। ସେ ଜଣେ ଅତ୍ୟନ୍ତ ସ୍ନେହୀ, ପରୋପକାରୀ, ଧର୍ମପରାୟଣ ମହିଳା ଥିଲେ। ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା…
ବଡ଼ମ୍ବା ସ୍ଥିତ ପଞ୍ଚାୟତ ସମିତ ସଭାଗୃହ ଠାରେ ଅନୁଷ୍ଠିତ ବୈଠକରେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଇଛି। ରାଜ୍ୟବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଆମ ସରକାର ଗୁରୁତ୍ଵ…
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶିଶୁ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସରକାରୀ ତଥା ବେସରକାରୀ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ମିଶନ ବାତ୍ସଲ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।