ChiefSecyOdisha
@SecyChief
The Chief Secretary is the head of Civil Service in the State Government. Sri Manoj Ahuja, IAS is the current Chief Secretary of Odisha.
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ତଦାରଖ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶିଶୁ ସୁରକ୍ଷା ସମ୍ବନ୍ଧିତ ବିଭିନ୍ନ ସରକାରୀ ତଥା ବେସରକାରୀ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ମିଶନ ବାତ୍ସଲ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।

At the 138th SLSWCA meeting chaired by @SecyChief Shri Manoj Ahuja, IAS, Odisha approved ₹4,982.66 Cr across 23 projects in 12 districts, with an employment potential of 11,933 jobs—advancing the vision of #SamrudhOdisha. #InvestInOdisha #InvestInFuture
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ସଶକ୍ତ କରିବ "ଶକ୍ତିଶ୍ରୀ" @CMO_Odisha @suryabanshibjp @IPR_Odisha #HigherEducation
ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ହେଲ୍ପଲାଇନ ନମ୍ବର 181 @CMO_Odisha @suryabanshibjp @IPR_Odisha #HigherEducation
ରାଜ୍ୟରେ ସୁଶାସନ ଦିଗରେ ସରକାର ପ୍ରତିବଦ୍ଧ। ଓଡ଼ିଶା, ଭାରତର ପ୍ରତିକ୍ରିୟାଶୀଳ ଏବଂ ସ୍ୱଚ୍ଛ ଶାସନ ଯାତ୍ରାରେ ଏକ ସକ୍ରିୟ ଅଂଶୀଦାର ଭାବରେ ଯୋଗଦାନ ଦେବାକୁ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁଶାସନ ଅଭ୍ୟାସ ସମ୍ପର୍କିତ ଦୁଇ ଦିନିଆ ସମ୍ମିଳନୀର ପ୍ରଥମ ଅଧିବେଶନରେ ଯୋଗ ଦେଇ ପ୍ରଶାସନିକ ପରିବର୍ତ୍ତନରେ ଓଡ଼ିଶାର ପଦକ୍ଷେପ…
Chief Secretary visits the State Hydrological Data Centre of WR to take stock of the flood situation in Balasore. Smt. Anu Garg, DC-cum-ACS gave him an update. EIC,PD and team apprised the railfall data and explained the water level of rivers #Subarnarekha, #Budhabalanga and…
ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଫଳତାକୁ ସ୍ଥାନିତ କରି ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏକ ପୁସ୍ତିକା ପ୍ରକାଶ ପାଇବ। ଏହା ବ୍ୟତୀତ ବିଭିନ୍ନ ବିଭାଗମାନେ ମଧ୍ୟ ନିଜ ନିଜ ସ୍ତରରେ ବିଭାଗୀୟ ସଫଳତାକୁ ନେଇ ପୁସ୍ତିକା ପ୍ରକାଶନ କରିବାକୁ ପରାମର୍ଶ ଦିଆଯାଇଛି।
ଆଗାମୀ ଜୁନ ମାସରେ ନୂଆ ସରକାର ଗଠନର ଏକ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବର୍ଷକ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଉଲ୍ଲେଖନୀୟ ସଫଳତା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା, ବିଭିନ୍ନ ବିଭାଗରେ ବିକାଶମୂଳକ କାର୍ଯ୍ୟକୁ…
ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯାଜପୁର ଜିଲ୍ଲା ନଗଡ଼ା ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିଛନ୍ତି। ଆବାସ ଯୋଜନା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ପାନୀୟ ଜଳ ଯୋଗାଣ ଅନୁଧ୍ୟାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ସହ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Prioritising people’s health, #Odisha is all set to launch Ayushman Bharat Pradhan Mantri Jan Arogya Yojana, Gopabandhu Jan Arogya Yojana, and Ayushman Vayo Vandana Yojana — a major stride towards accessible and inclusive healthcare for all. #AyushmanOdisha

ଲୋକଙ୍କ ସ୍ୱାସ୍ଥ୍ୟସୁରକ୍ଷାକୁ ପ୍ରାଥମିକତା ଦେଇ ଓଡ଼ିଶାରେ ଆରମ୍ଭ ହେଉଛି 'ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା' ଓ 'ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ଏବଂ 'ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା'। #AyushmanOdisha #AyushmanHebaOdisha #AyushmanInOdisha

ଚଳିତ ଓଡ଼ିଆ ପକ୍ଷ - ୨୦୨୫ ପାଳନ ଅବସରରେ ଷଷ୍ଠ ଦିନ ଅର୍ଥାତ ୬ ଏପ୍ରିଲରେ ରାଜ୍ୟବ୍ୟାପୀ ସ୍ୱଚ୍ଛତା ଅଭିଯାନ ଆୟୋଜନ କରିବା ନିମନ୍ତେ ଆହ୍ୱାନ କରିଛନ୍ତି ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ । ଗ୍ରାମ ଦେବତୀ ପରିସର, ପୁଷ୍କରିଣୀ, ବିଦ୍ୟାଳୟ, ଐତିହ୍ୟସ୍ଥଳୀ ତଥା ପର୍ଯ୍ୟଟନସ୍ଥଳୀ ଇତ୍ୟାଦି ସ୍ଥାନକୁ ଆମେ ସଭିଏଁ ସ୍ଵଚ୍ଛ…
ସୁବ୍ୟବସ୍ଥିତ ହେବ ଜନଶୁଣାଣି ପ୍ରକ୍ରିୟା, ଆରମ୍ଭ ହେବ ସିଟିଜେନ ଫିଡବ୍ୟାକ ମ୍ୟାନେଜମେଣ୍ଟ ସିଷ୍ଟମ ପୋର୍ଟାଲ: etvbharat.com/or/!state/odis…
#Odisha Govt is committed to ensure efficiency and transparency in administration. The State Govt has issued a letter to all Depts, asking them to adhere to a 2019 circular of the GA & PG Dept on premature retirement of govt servants. #Odisha economictimes.indiatimes.com/news/india/odi…
Hon’ble Chief Minister Shri Mohan Charan Majhi spoke with Nepali Counsellors Shri Sanjeeb Das Sharma and Navin Raj Adhikari, assuring them that justice will be served in the case of the deceased KIIT student, Prakriti. He also assured that peace and normalcy would be restored on…
ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ‘ଦି କନଭରଜେନ୍ସ ଫାଉଣ୍ଡେସନ ମଧ୍ୟରେ କର୍ମ ନିଯୁକ୍ତି ଏବଂ ଉତ୍ପାଦନକ୍ଷମ ରୋଜଗାର ସୃଷ୍ଟି ସଂପର୍କିତ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ନୀତି ଏବଂ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ତଥା ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି,…
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେସ୍ ବିବୃତି: #UtkarshOdisha | 29th Jan, 2025 youtube.com/watch?v=DXQ0mc…
ଉତ୍କର୍ଷ ଓଡିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ଆୟୋଜିତ ସିଇଓ ରାଉଣ୍ଡ ଟେବୁଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ କମ୍ପାନୀର ସିଇଓମାନଙ୍କ ସହିତ ନିବେଶ ସଂକ୍ରାନ୍ତରେ ବ୍ୟିପକ ଆଲୋଚନା କରୁଛନ୍ତି। #UtkarshOdisha2025 #MakeInOdisha @PMOIndia