ଅନନ୍ୟା ଦାଶ
@AnanyaDash11
#ଓଡ଼ିଆ || A repository of my views || ବନ୍ଦେ ଉତ୍କଳ ଜନନୀ || RTs not Endorsement || Alumni - ACJ Chennai, CHRIST Bangalore, RDWU Odisha, Loyola BBSR
ହେ ଓଡ଼ିଆ ଲୋକେ, ଉଠ ଗଭୀର ନିଦ୍ରା ରୁ ଆଉ ବଞ୍ଚାଅ ନିଜ ଭାଷା ଓ ପରମ୍ପରା କୁ
ଆଜି ଓଡ଼ିଆ ଭାଷା ବିପଦରେ। ସରକାର କିଛି କରିପାରିବେ ନାହିଁ। ଯେଉଁମାନଙ୍କର ମା'ମାଟି ଓ ନିଜ ମାତୃଭାଷା ପ୍ରତି ସ୍ନେହ, ସଦିଚ୍ଛା ଥିବ କେବଳ ସେମାନେ ହିଁ ଭାଷା ପାଇଁ କିଛି କରି ପାରିବେ। ଚାରିଆଡ଼େ ଆଜି ଅଙ୍କଲ,ବିଜୁ, ଦିଦି -ଏମିତି ଷ୍ଟାଇଲ୍ ଚାଲିଗଲାଣି ।ଦିନ ଆସିବ ଓଡ଼ିଆ ଭାଷାରୁ ମାମୁ, ବୋଉ, ଦାଦା ଭଳି ଶବ୍ଦ ଉଭାନ ହୋଇଯିବ ।
ନାନୀ/ଅପା/ଦେଇ ଜାଗାରେ ଦିଦି /ଦି ଭାଇନା ଜାଗାରେ ଜିଜୁ ବୋଉ ଜାଗାରେ ମାମା/ମମ୍ମି ବୁଝିପାରୁଛନ୍ତି ଭାଷା କେମିତି ଲୋପ ପାଏ? ବହୁତ ଧୀରେ। ଜଣା ପଡ଼ିଲାନି କିନ୍ତୁ କେତେ ଓଡ଼ିଆ ଡାକ ଆମର ଲୋକଙ୍କ ମୁହଁରୁ ଆଉ ଶୁଭା ଯାଉନି। ହଠାତ କେଇ ବର୍ଷ ଭିତରେ କେତୋଟି ଶବ୍ଦ ପୁରା ଉଭାନ। ଭାଷା ନ ବ୍ୟବହାର ହେଲେ ହଜିଚାଲେ। ଆମ ସାମ୍ନାରେ…
100% thik kahila tame. Tamilnadu lokanku dekhichhi... Sthana, kala,patra semane kichhi dekhanti nahi.. jadi tanka side loka thibe sidha Tamil re katha huanti garba ra sahita... Ame odia hoi sei anubhab kariba katha. Jai Odia.
ନାନୀ/ଅପା/ଦେଇ ଜାଗାରେ ଦିଦି /ଦି ଭାଇନା ଜାଗାରେ ଜିଜୁ ବୋଉ ଜାଗାରେ ମାମା/ମମ୍ମି ବୁଝିପାରୁଛନ୍ତି ଭାଷା କେମିତି ଲୋପ ପାଏ? ବହୁତ ଧୀରେ। ଜଣା ପଡ଼ିଲାନି କିନ୍ତୁ କେତେ ଓଡ଼ିଆ ଡାକ ଆମର ଲୋକଙ୍କ ମୁହଁରୁ ଆଉ ଶୁଭା ଯାଉନି। ହଠାତ କେଇ ବର୍ଷ ଭିତରେ କେତୋଟି ଶବ୍ଦ ପୁରା ଉଭାନ। ଭାଷା ନ ବ୍ୟବହାର ହେଲେ ହଜିଚାଲେ। ଆମ ସାମ୍ନାରେ…
ମୋ ପୁରୁଣା ଟ୍ୱଇଟ ରେ ବହୁ ଲୋକେ ଲେଖିଛନ୍ତି ହିନ୍ଦୀ ହେଉଛି ରାଷ୍ଟ୍ରୀୟ ଭାଷା। ହେ ଭଗବାନ! ଯୁଗ ଆସି AI ର ହେଲାଣି। ଟିକେ ଖୋଜୁନ୍ତୁ Google ରେ ବା ପଚାରନ୍ତୁ AI କୁ, କଣ ଆମ ଭାରତ ର କିଛି ରାଷ୍ଟ୍ରୀୟ (national) ଭାଷା ଅଛି? କିଏ ଆପଣଙ୍କୁ ଏହି ଭୁଲ ପାଠ ପଢ଼ାଇଲା? ଆମ ସମ୍ବିଧାନ ରେ ୨୨ ଟା Official languages ବିଷୟରେ ବର୍ଣନା…
ଓଡିଆ ପିଠା (1/2) In every fold of Odisha’s pitha lies a story of festivals, folklore, and the forgotten art of slow cooking. #odisha #odiapitha #festival
ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ । କିନ୍ତୁ ଦୁଃଖର କଥା ଯେ ଆଜି କାଲି ବଡ଼ ବଡ଼ ମଲ୍ ଆଉ ଦୋକାନ ବଜାର ରେ ବହୁତ ହିନ୍ଦୀ ଭାଷାରେ କଥା ଚାଲିଛି ଆମ ଓଡ଼ିଆ ଲୋକ ମାନେ ବି ଜାଣିଶୁଣି ହିନ୍ଦୀ କହୁଛନ୍ତି । ଆମ ମାତୃଭାଷା କହିବାରେ କୁଆଡେ ଷ୍ଟାଟସ୍ କମି ଯାଉଛି।
ଭୁବନେଶ୍ୱର ରେ କୌଣସି ବ୍ରାଣ୍ଡେଡ salon କୁ ଚୁଟି କାଟିବାକୁ ଗଲେ, ସେଇଠି ହିନ୍ଦୀ ରେ କଥା ହେଉଛନ୍ତି। ଏମିତି କେଉଁ ବ୍ରାଣ୍ଡେଡ salon ଅଛି କି ଯେଉଁଠି ପାର୍ଲର ଵାଲା ନିଜ ଗ୍ରାହକ ସହିତ ଓଡ଼ିଆ ରେ କଥା ହେବେ? ମୁଁ ସହିଦ ନଗର ରେ ଖୋଜୁଛି। ମୁଁ ସବୁବେଳେ ଓଡ଼ିଆ ରେ ଉତ୍ତର ଦିଏ କିନ୍ତୁ ଏହି ବ୍ୟବହାର ଯୋଗୁ ରକ୍ତ ଜଳେ। ମୁଁ ଭାବିଛି ସେହି…
🚨🚨Time and again these incidents take place across the country. So many elephants and their families bulgeoned to death by passing trains. It's deeply distressing. Request govt to please ensure railways and roadways don't exist in elephant corridors. This endangered species…
ଇତିଶ୍ରୀ, ବେବିନା, ମମିତା, ପରୀ, ପିହୁ, ମାଧବୀଲତା, ସସ୍ମିତା, ସ୍ମିତାରାଣୀ ଓ ସୌମ୍ୟଶ୍ରୀ ! କାହାର ମନେଅଛି ଭୁବନେଶ୍ୱରର ସେ ମୁକୁଳା ଡ୍ରେନ୍ ରେ ପଡ଼ି ଯେଉଁ କିଶୋରଟି ପ୍ରାଣ ହରାଇଥିଲା ତା' ନାଁ କ'ଣ ? ଭୁବନେଶ୍ୱରର ଅନେକ ଡ୍ରେନ୍ ଏବେ ମଧ୍ୟ ମୁକୁଳା ଅଛି । କଲେଜ ମାନଙ୍କରେ ଏବେ ମଧ୍ୟ ନିର୍ଯ୍ୟାତନା ଚାଲିଛି...😓
“They All Forced My Daughter to Die, Isn’t That Murder?”: Father of Balasore Student Demands Justice The father of the deceased FM College student says, "Everyone together forced my daughter to die. Isn’t that murder? I believe it was a conspiracy because she used to raise her…
ଜ୍ୟୋତି ପ୍ରକାଶ ବିଶ୍ୱାଳଙ୍କୁ ତାଙ୍କ ସାହାସିକତା ପାଇଁ ରାଷ୍ଟ୍ରୀୟ ପୁରସ୍କାର ସହ ସମ୍ମାନିତ କରା ଯିବା ଦରକାର। ନିଜ ଜୀବନ କୁ ବାଜି ଲଗାଇ ସେ ସୌମ୍ୟଶ୍ରୀଙ୍କୁ ବଞ୍ଚାଇବା ପାଇଁ ଧାଇଁଲେ। ଆମ ଭାରତ ର ଯୁବ ପିଢ଼ି କୁ ଏହି ଭଳି ବୀର ପୁରୁଷଙ୍କୁ ଠୁ ବହୁତ କିଛି ଶିଖିବାର ଅଛି। ଆମ ସମସ୍ତଙ୍କ ପାଇଁ ସେ ଏକ ଉଧାରଣ। @rashtrapatibhvn…
ସମବେଦନା ନାମରେ ରାଜନୀତି ଚାଲିଛି,ମୃତ୍ୟୁକୁ ଢାଲ କରି ସ୍ବାର୍ଥ ହାସଲରେ ଲାଗିଛନ୍ତି ରାଜନେତା ଓ ରାଜନୈତିକ ଦଳ | ସାହସକିତାର ପ୍ରଦର୍ଶନ କରି ହୁ ହୁ ହୋଇ ଜଳୁଥିବା ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇଥିବା ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କ ପାଇଁ କେଉଁଠି ରହିଛି ଶ୍ରଦ୍ଧା? କେଉଁଠି ଅଛି ସମ୍ମାନ? କାହି ତୁମ ସମବେଦନା ?
1/3 ମିଳିଲା ସୌମ୍ୟ ଶ୍ରୀଙ୍କ ଭିଡିଓ, ଯାହାକୁ ଦଲାଲ ମିଡିଆ #ଓଟିଭି ନିଜ ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ୍ ପ୍ଲାଟଫର୍ମରୁ ଡିଲିଟ କରିଦେଇଛି। ଦେଖନ୍ତୁ ସେ କିପରି ସରକାରଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ କିନ୍ତୁ କେହି ଶୁଣିଲେ ନାହିଁ। ଦୟାକରି ଏହି ଭିଡିଓଟିକୁ ସେୟାର କରନ୍ତୁ। #balasorevictim #Soumyashree
youtu.be/u165Cg1r17w?si… ଏ ଭିଡିଓ ଆଗରୁ କେଉଁଠି ଲୁଚିଥିଲା?? @otvkhabar @otvnews ସେ ଛାତ୍ରୀ ଜଣଙ୍କ ସବୁ ଚେଷ୍ଟା କରିଲେ। ସବୁ! ଏ ମୃତ୍ୟୁ ପାଇଁ ସମସ୍ତେ ଦାଈ। ଧିକାର! ଘୋର ଧିକାର! #Odisha #SoumyashreeDeath #JusticeForSoumyashree
ସ୍ବୟଂ ଭୂଷିତ no 1 #ଓଟିଭି କୁ ହଟେଇ ବାର ସମୟ ଆସିଛି । ଆଗେଇ ଆସନ୍ତୁ , Boycott କରିବା ସହ ଅନ୍ୟ ମାନକୁ ବି କୁହନ୍ତି ସମସ୍ତ ସୋସିଆଲ ମିଡ଼ିଆ ରୁ unsubscribe କରିବା କୁ । ସୌମଶ୍ରୀ ଙ୍କ byte କୁ ଚପେଇ ଦେବାର ମୁଖ୍ୟ ମାଧ୍ୟମ। #odisha #balasore
ଆମ ରାଜ୍ୟର ସରକାରୀ ବ୍ୟବସ୍ଥା ଦିନ କୁ ଦିନ ଏତେ ଖରାପ ହୋଇଗଲାଣି ଯେ, ଜଣେ ସାଧାରଣ ଲୋକ ଏଠି ନ୍ୟାୟ ପାଇବା ବହୁକଷ୍ଟ। ରାଜନୀତିର ବାସ୍ତବ ଅର୍ଥକୁ ହଜେଇ ସାରିଲେଣି ଶାସକ ଦଳ ଓ ବିରୋଧୀ ଦଳ। ଆମ ରାଜ୍ୟ କେଉଁ ଆଡ଼କୁ ଗତି କରୁଛି, ଆଗାମୀ ଦିନରେ ରାଜ୍ୟର ଭବିଷ୍ୟତ କଣ ହେବ? ଓମ୍ ଶାନ୍ତି! #JusticForSoumyashree #FMCollege @BJP4Odisha
ସହାୟତା ରାଶି। କେତେ ଲକ୍ଷ୍ୟ ସହାୟତା ରାଶି ଦେଇଦେଲେ କଣ ସେ ଛାତ୍ରୀଙ୍କର ଜୀବନ ଫେରିଆସିବ? ତାଙ୍କୁ ନ୍ୟାୟ ମିଳିଯିବ? ଯେବେ ସେ ସବୁଆଡ଼େ ଗୁହାରି କରି ସହାୟତା ମାଗୁଥିଲେ, ସେତେବେଳେ ହୁଏତ ପ୍ରକୃତ ସାହାଯ୍ୟ କରିଥିଲେ ଆଜି ତାଙ୍କୁ ଏମିତି ଚରମ ପଦ୍ୟକ୍ଷେପ ନେବାକୁ ପଡ଼ିନଥାନ୍ତା। ଜଣକର ଜୀବନ ଗଲା ପରେ ସହାୟତା ରାଶି ଦେଇଦେଲେ କଣ ସେ ମା…