Kanak News
@kanak_news
Official Twitter feed of Kanak News, Odisha's leading 24x7 news channel from the house of 'Sambad'. Telegram: https://tinyurl.com/48cs YT:http://bit.ly/3zlqwvQ
#ସହକାରୀ_ଅଧ୍ୟାପକଙ୍କ_ପତ୍ନୀଙ୍କୁ_ଦୁଷ୍କର୍ମ_ଉଦ୍ୟମ! ବାଲେଶ୍ବର ଫକୀରମୋହନ ବିଶ୍ବବିଦ୍ୟାଳୟରେ ସହକାରୀ ଅଧ୍ୟାପକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଜଣେ ଯୁବକ ଗିରଫ । #Balasore #KanakNews #Crime
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #KanakNews #Odisha #7AMHeadlines #27thjuly2025
କନକ ନ୍ୟୁଜ୍ ତରଫରୁ ପବିତ୍ର ଘୋଷଯାତ୍ରାର ଶୁଭେଚ୍ଛା ଓ ଅଭିନନ୍ଦନ... #Odisha #KanakNews #Puri #RathaJatra2025

ଉଦଯାପିତ ହୋଇଛି କଟକ ନ୍ୟାସନାଲ୍ ଲ' ୟୁନିଭର୍ସିଟିରେ ତିନି ଦିନ ଧରି ଚାଲିଥିବା ବାଇଓସ୍କୋପ ଗ୍ଲୋବାଲ୍ ଫିଲ୍ମ ଫେଷ୍ଟିଭାଲ୍ । #Odisha #lawuniversity #KanakNews
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #KanakNews #Odisha #11pmHeadlines #26thjuly2025
#ଅନିଶ୍ଚିତତାରେ_ମେଟ୍ରୋ_ପ୍ରକଳ୍ପ ଭୁବନେଶ୍ୱରର ମେଟ୍ରୋ ପ୍ରକଳ୍ପର ପୁରୁଣା ଟେଣ୍ଡର ବାତିଲ୍ । ସିଗାଲ ଇଣ୍ତିଆ ଓ ଦିଲ୍ଲୀ ମେଟ୍ରୋ କର୍ପୋରେସନ ସହ ଚୁକ୍ତି ବାତିଲ୍ କରିଛନ୍ତି ରାଜ୍ୟ ସରକାର । #metrorail #Odisha #KanakNews
ଗଛ ଲଗାଇବା, ପରିବେଶକୁ ସୁସ୍ଥ ରଖିବା । ଏହି ମନ୍ତ୍ରକୁ ନେଇ ବୃକ୍ଷରୋପଣ । #Bolangir #Odisha #KanakNews
ବନ୍ଧା ହେଲେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ୫ ସହଯୋଗୀ ଗିରଫ । #BJD #Odisha #KanakNews
ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ କୋଶଳା-କୁମୁଣ୍ତା ରାସ୍ତାରେ ବଡକାଠିଆ ଜଙ୍ଗଲ ଠାରେ ଗାଡ଼ି ଅଟକାଇ ଏମସିଏଲ୍ ଗିଫିଟ୍ କାର୍ଡ ଲୁଟ୍ କରିନେଲେ ୩ଜଣ ଦୁର୍ବୃତ୍ତ । #Loot #Odisha #KanakNews
#ଏସିଆ_କପ୍_ଟୁର୍ଣ୍ଣାମେଣ୍ଟର_ତାରିଖ_ଆସିଲା ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ତାରିଖ ପ୍ରକାଶ ପାଇଲା । ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ମହାମୁକାବିଲା । #AsiaCupTournament #Date #KanakNews
ଏହି ମୁହୂର୍ତ୍ତରେ ଓଡ଼ିଶାର ଖବର #TopNewsOfTheHour #KanakNews #Odisha #9pmHeadlines #26thjuly2025
#ୟୁଏଇରେ_ଏସିଆ_କପ୍ ଏସିଆ କପ୍ ୨୦୨୫ ପାଇଁ ତାରିଖ ଘୋଷଣା । ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ହେବ ଟୁର୍ଣ୍ଣାମେଣ୍ଟ । #asiacup2025 #UAE #cricket #KanakNews
କଂଗ୍ରେସର ମିଶନ ଗୁଜରାଟ । ଏହି ଗସ୍ତ ମିଶନ ୨୦୨୭ ପାଇଁ ବୋଲି ଚର୍ଚ୍ଚା ହେଉଛି । ଗୁଜୁରାଟରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ମିଶନ ୨୦୨୭ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । #Congress #gujrat #KanakNews
#ନୀତିଶଙ୍କୁ_ଚିରାଗଙ୍କ_ଭର୍ତ୍ସନା ବିହାରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିରାଗ ପାସୱାନଙ୍କ ତୀବ୍ର ସମାଲୋଚନା । ନୀତିଶ ସରକାରଙ୍କୁ ସମର୍ଥନ ଦେବାରୁ ସେ ଦୁଖିତ । ମେଣ୍ଟସାଥୀଙ୍କୁ ଏଲଜେପିର ଭର୍ତ୍ସନା । #ChiragPaswan #NitishKumar #Bihar #KanakNews
#ଲୋକପ୍ରିୟତାର_ଶୀର୍ଷରେ_ପୁଣି_ପ୍ରଧାନମନ୍ତ୍ରୀ ଦୁନିଆର ସବୁଠୁ ଲୋକପ୍ରିୟ ନେତା ଭାବେ ପୁଣି ନିଜର ସ୍ୱତନ୍ତ୍ର ସ୍ଥାନ ବନାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ବିଜନେସ ଇଣ୍ଟେଲିଜେନ୍ସ କମ୍ପାନି ମର୍ଣ୍ଣିଂ କନସଲଟ ସର୍ଭେରେ ମୋଦୀ ସବୁଠୁ ଅଧିକ ଲୋକପ୍ରିୟ ରାଷ୍ଟ୍ରନେତା ଭାବେ ସ୍ଥାନ ପାଇଛନ୍ତି । #PMModi #KanakNews
#ପଦାରେ_ପଡିଲା_ବଡ_ଘରର_ବଡ_ଗୁମର_କଥା ଜଣାଶୁଣା ବ୍ୟବସାୟୀ ତଥା ଅଭିନେତ୍ରୀ କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ମୃତ୍ୟୁ ନେଇ ଆରମ୍ଭ ହୋଇଛି ନୂଆ ସସପେନ୍ସ । #SanjayKapoor #karishmakapoor #KanakNews
#ଶିକ୍ଷାନୁଷ୍ଠାନରେ_ବଢୁଛି_ଆତ୍ମହତ୍ୟା ଆଉ ଜଣେ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା । ଅଧ୍ୟାପକଙ୍କ ମାନସିକ ନିର୍ଯାତନା ସହିନପାରି ଜୀବନ ହାରିଥିବା ଅଭିଯୋଗ । ଆତ୍ମହତ୍ୟା ରୋକିବାକୁ ସୁପ୍ରିମକୋର୍ଟଙ୍କ ନୂଆ ମାଗଦର୍ଶିକା ଜାରି । #SupremeCourt #KanakNews
#ଆସୁଛି_ବଡ_ବନ୍ୟା ସୁବର୍ଣ୍ଣରେଖା, ବୈତରଣୀ, ଜଳକାରେ ଆସୁଛି ବଡବନ୍ୟା । ଅବବାହିକାରେ ପ୍ରବଳ ବର୍ଷା ପରେ ବଢ଼ିଲା ଆଶଙ୍କା । #flood #Odisha #KanakNews
ବାଲେଶ୍ୱରରେ ବଡ଼ ବନ୍ୟା । ତଳିଆ ଅଂଚଳରେ ପଶିଲା ବନ୍ୟାଜଳ । ଏନେଇ କଣ କହୁଛନ୍ତି ଜିଲ୍ଲାପାଳ..ଶୁଣନ୍ତୁ #Flood #balasore #Odisha #KanakNews
ଜମ୍ଭୀରା ନଦୀ ବନ୍ଧରେ ୬୦ ଫୁଟ ଲମ୍ବର ଘାଇ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ବଡାମପୁର ଠାରେ ଜମ୍ଭୀରା ନଦୀ ବନ୍ଧରେ ଘାଇ ସୃଷ୍ଟି ହେବା ଫଳରେ ବଡାମପୁର, ରାଘବପୁର, ସାନ ମାଣିଦା ପଞ୍ଚାୟତ ୧୦ରୁ ଅଧିକ ଗାଁ ପାଣି ଘେରରେ । #Flood #Odisha #KanakNews