Kishor Meher .
@bairakhpali
I teach History.JNU Alumni.Reading is Revolution. Kindness is Wellness.I ve a Dream.
Beware of Thar riders ! Horrible scene ,a Thar guy hit an old man on scooter ,then turned back ,hit him again,scolded the victim and drove away ! Should there be any restrictions on the ordinary people on foot or on two wheelers to not to move out ,just stay inside !
War , killing ,plunder ,loot , vandalism , abduction of women , concentration of state resources in hands of priests , temples , bureaucrats.mercenaries, the ruling houses ,and rich merchants.. mediaeval India was full of such narratives .
Gaurav Gagoi echoed the voice of the most ordinary citizens of India today. Rajnath Singh ji and Amit Shah ji must own responsibility for breach in security.
କେବଳ ଜଣକ ଚେହେରା ଦେଖେଇ ଭୋଟ ନେଲେ ,ଏବେ ସେଇ ଏକ ମାତ୍ର ଚେହେରା ଉପଲବ୍ଧ ହେଉ ନାହାନ୍ତି ,ଗୁହାରି ଏବଂ ଦାବି ଶୁଣିବାକୁ! ଗୃହ ରେ ଉପସ୍ଥିତ ନାହାନ୍ତି ବୋଲି ଶୁଣିଛି।
ମୋର କାହିଁକି ସନ୍ଦେହ ହୁଏ ,ସମଗ୍ର ଜଗତରେ ଆଉ କୋଉ ମୁଳକରେ ଜଣେ ନିର୍ବାଚିତ ପ୍ରଧାନ ମନ୍ତ୍ରୀଙ୍କୁ ବିରୋଧୀ ଲୋକ ଏତେ ନିମ୍ନ ସ୍ତରରେ ,ନିମ୍ନ ସ୍ତର ଶବ୍ଦ ବ୍ୟବହାର କରି ସମାଲୋଚନା କରୁ ଥିବେ । ହଁ,ଠିକ୍ ,ସମାଲୋଚନା କରିବା,କିନ୍ତୁ ଭାଷା ମର୍ଯ୍ୟାଦା ରଖି। ଭାରତୀୟ ଗଣତନ୍ତ୍ର ଏଇଠି ପାଇଁ ମହାନ୍,କିନ୍ତୁ ନିମ୍ନ ସ୍ତର ସମାଲୋଚନା ??
ସବୁ ଲୋକ ଠିକ୍ ଚନ୍ଦ୍ର ଭଳି । ସେମାନଙ୍କ କେବଳ ଉଜ୍ଜଳ ପାର୍ଶ୍ଵ ଟି ଦିଶେ ,ଭାରୀ ମନୋହର ।ଅଥଚ ତାଙ୍କ ଅନ୍ଧାର କିଟି କି ଟି ପାର୍ଶ୍ଵ ଟି ଆଦୌ ଦେଖା ଯାଏନି ।କିନ୍ତୁ ତାହାହିଁ ତାଙ୍କ ପ୍ରକୃତ ସ୍ୱରୂପ। ଏଣୁ ମହାନ ବ୍ୟକ୍ତି ,ଆଦର୍ଶ ବ୍ୟକ୍ତି ଆଦି ଶୀର୍ଷକ ପ୍ରତି ସାବଧାନ ହୁଅନ୍ତି ଯଦି ଠିକ୍।
ପ୍ରଥମେ ଧର୍ମ ,ଏବେ ଭାଷା! ପୁଣି ଜାତି , ଏବଂ ପୋଷାକ ବି ପ୍ରସଙ୍ଗ ହେଲା ! କେବଳ ଭାରତୀୟତା କେବେ ସବୁଠୁ ବଡ଼ ପ୍ରସଙ୍ଗ ହେବ କେଜାଣି !
ଓଡ଼ିଶାର ଜଣେ ବହୁ ବରିଷ୍ଠ ବିଧାୟକ ତଥା ସ୍ଵାଧିନତା ସଂଗ୍ରାମୀ ଶ୍ରୀ ପଦ୍ମଚରଣ ନାୟକ ଗୋଟେ ଦାବି କରି ଆସୁଛନ୍ତି। ନିଶା ନିବାରଣ ବାଦେ ତାଙ୍କର ଆଉ ଏକ ଦାବି ହେଲା ,ସବୁ ଛୁଆଙ୍କୁ ପହଁରା ଶିକ୍ଷା କୁ ବାଧ୍ୟ ତା ମୂଳକ କରାଯାଉ। ଦେଖନ୍ତୁ ତ! କେମିତି ସହରୀ ଛୁଆ ଗୁଡ଼ିକ ଝରଣା , ନଈ ଆଦିରେ ବୁଡି ଭାସି ଯାଉଛନ୍ତି ! କିନ୍ତୁ କେହି ଶୁଣି ଲେ ତ!
ଲୋକଙ୍କୁ ରାଜନୀତିକ ପ୍ରସଙ୍ଗ ଆଡ଼କୁ ନ ଟାଣିଲେ ,ଦେଶ ଆଗକୁ ଯାଇ ପାରିବ ନାହି। ଭିନ୍ନ ଦୁନିଆ ଦରିଆରେ ଅବଗାହନ ଆତ୍ମ ଘାତୀ ଅଟେ। ଯୁବ ସମାଜ ବେଶୀ ବେଶୀ ଦେଶ ର ବାସ୍ତବ ସମସ୍ୟା ଅର୍ଥାତ୍ ରାଜନୀତିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କରନ୍ତୁ। କେବଳ ଶାସକ ଙ୍କ ହସ୍ତେ ସବୁ ଛାଡ଼ି ଦେବା ଭୁଲ କରନ୍ତୁ ନାହିଁ। ଏହା ଜୀବନ୍ତ ମରଣ ସଦୃଶ।
Where is gone rational understanding ?. Pythagoras, Theory of Evolution are not be taught. Islamic past not to be taught. But past remains past ,as it was .One cannot delete it. Using the past to justify the present has been a tool kit for ruling regimes for ages .
Compassion is always boundless .It travels to all parts ,to each and every nook and corner. Tagore had placed the entire world on top. He was a universalist. To him ,nationalism was narrow ,so he opted universal love and compassion. Compassion is always universal .
ଚବିଶ ବର୍ଷ ମଧ୍ୟରେ ଯଦି ଭଲ ଜଗା ରଖା ହେଉ ଥିଲା ,ତେବେ ଏତେ ସଂଖ୍ୟକ ଛୋଟ ବାବୁ ମାନେ ରାଜା ବାବୁ କେମିତି ବନି ଗଲେ? ବାପରେ , ଯାହାକୁ ଦେଖିବା,ସେ ଜଣେ ଗ୍ୟାଙ୍ଗଷ୍ଟର ଭଳି ସୁନା ଆଉ ଟଙ୍କାର ପାହାଡ ରେ ବସିଛି ? ମାମୁଳି ରାଜସ୍ବ କିରାଣୀ ବି ଧନ କୁବେର! ଜଙ୍ଗଲ ବାବୁ ତ ସମସ୍ତଙ୍କୁ ପଛରେ ପକେଇ ଦେଲେ ! ସମସ୍ତଙ୍କ ଘର ରେଡ୍ ହେଉ।
କାହାକୁ ମହା ନାୟକ ବୋଲୁଛ କି ହୋ! କାଗଜ ବାଘ କୁ ଜଙ୍ଗଲ ରାଜା କହି ଭ୍ରମିତ ହେଉଛ କି!. ନିକଟରୁ ଦେଖେ ଯଦି ,ସବୁ ଭ୍ରମ ଦୂର ହୋଇ ଯିବ। ଏଣୁ କାହାକୁ ମୁହମୁହି ଭେଟିବା ପୂର୍ବରୁ ପ୍ରସ୍ତୁତ ହୋଇ ରୁହ ,ସବୁ ଲୁଗା ଖୋଲି ଯାଇ ପାରେ ,ସବୁ ପାଉଡର ପୋଛି ହୋଇ ଯାଇ ପାରେ। ଅନୁଭବି ମାନଙ୍କ ଏହି ଉପଦେଶ । ମାନିବ,ଯଦି ଭଲ ,ନଚେତ ନାହିଁ ।
ଯାହା ହେଉ ,ବହୁ ବର୍ଷ ପରେ ଓଡ଼ିଶା ସରକାର ଅନୁଭବ କରିବା ଆରମ୍ଭ କଲେ ଯେ ପଶ୍ଚିମ ଓଡ଼ିଶାରେ ବି ବୟନ ଶିଳ୍ପ ପ୍ରତିଷ୍ଠା ର ଆବଶ୍ୟକତା ଅଛି।ପ୍ରକୃତରେ ,ବରଗଡ଼ ଜିଲ୍ଲା , ସୁବର୍ଣ୍ଣ ପୁର ଜିଲ୍ଲା ଆଦି ହେଇଛି ଓଡ଼ିଶାର ହସ୍ତତନ୍ତ ପେଣ୍ଠ। ପୁନଶ୍ଚ ,ଏହି ଅଞ୍ଚଳରେ କପା ବି ଉତ୍ପାଦନ ହୁଏ। ଏଠୁ କପା ବାହାରକୁ ଯାଏ ।
ମାଷ୍ଟର ମାନେ ଦାୟୀ ହେଲେ ! ଚାକିରୀ ରୁ ନିଲମ୍ବିତ ହେଲେ। ମନ୍ତ୍ରୀ କହିଲେ,ମୁ ଦାୟୀ ,ଅଥଚ ତ୍ୟାଗ ପତ୍ର ଦେଲେ କି ନାହିଁ ଜଣା ନାହି। ଯଦି ଦେଇ ଛନ୍ତି ,ମହାନ କାର୍ଯ୍ୟ କଲେ ବୋଲି ବୁଝିବା। ନିରୀହ ଶିଶୁ ମାନେ କେମିତି ଜାଣିବେ ଯେ ସେମାନେ ଅରକ୍ଷିତ ବୋଲି !
ଯେତେବେଳ ଯାଏ ନେତାଙ୍କ ଛୁଆ ସରକାରୀ ସ୍କୁଲ ରେ ପାଠ ନ ପଢ଼ିବେ, ସରକାରୀ ଡ଼ାକ୍ତର ଖାନ ରେ ଆରୋଗ୍ୟ ନ ହେବେ ,ସେତେ ଦିନ ପର୍ଯ୍ୟନ୍ତ ଏହି ଦୁଇ କ୍ଷେତ୍ରରେ ଉନ୍ନତ ସେବା ଉପଲବ୍ଧ ହେବ ନାହିଁ। କାଲି ନବୀନ ବାବୁ ଅମ୍ବାନୀ ଡାକ୍ତର ଖାନରେ ଭର୍ତି ହେଲେ,ଏବେ ଷ୍ଟ ଲିନ୍ ବାବୁ ଆପୋଲୋ ରେ ଭର୍ତ୍ତି ହୋଇ ଛନ୍ତି ।ଏହି ଦୋହରା ମାନଦଣ୍ଡ କଣ ପାଇଁ ?