Sunil Kumar Behera 🖱️
@Sunilbehera95
#Proud_Sanghi #Sanatani #Proud_Odia #Karma_Believer #Cow_Lover 😘 तेरा बैभब अमर रहे माँ, हम दिन चार रहें न रहें!🧡🚩
सब बकवास है जमीनी हकीकत पर कुछ समाधान नहीं होता है!
#WATCH ओडिशा के मुख्यमंत्री मोहन चरण माझी ने राज्य के मंत्रियों के साथ भुवनेश्वर में 13वीं लोक शिकायत सुनवाई के दौरान लोगों की शिकायतें सुनीं। (28.07)
ଆଳୁ ଟ୍ରେନ୍ ରେ ଆସୁଛି ହେଲିକପ୍ଟର ରେ ଆସୁଛି ଦରଦାମ ବଢିନି ,ଯିଏ Ekyc ନକରିବ ତା ରାସନ କାର୍ଡ଼ କାଟି ଦେବି ,ଅଜା ନାମରେ ଜାଗା ଥିଲେ ଧାନ କାର୍ଡ଼ କରି ପାରିବେ ନାହିଁ ଚାଷୀ , ପେଟ୍ରୋଲ୍ ଡିଜେଲ ଖୋଲାରେ ବିକ୍ରୀ ବନ୍ଦ ଚାଷୀ ମରନ୍ତୁ ପଛେ ଲୋକଙ୍କୁ କେତେ ଡ଼ରାଇବ ଲୋକଙ୍କ ଅଭିଶାପ ରେ ଜଳି ଯିବ ଆଗକୁ ଆହୁରି!

ଆପଣ କେବେ ଏମିତିଆ ବିଲ ମାଳର ହିଡରେ ଚାଲିଛନ୍ତି ଏହା ଏକ ନିଆରା ଆନନ୍ଦ ମିଳେ ଫିରିଡି ଚଢ଼େଇ ର ସ୍ଵର ମେଘୁଆ ପାଗ ବୁନ୍ଦେ ବୁନ୍ଦେ ବର୍ଷା ପଡ଼ୁଥିବ ପାଣି ବଢ଼ିର ଖଦ ଖଦ ଶବ୍ଦ ଆଉ ବେଙ୍ଗୁଳଲି କେଁ କଟର ରଡି ଓଃ ସତେ ଯେମିତି ଭୂସ୍ୱର୍ଗ ଏଇଠି ଏହାର ଆନନ୍ଦ ଚକାଚକା ସହର୍ କେବେ ଦେଇ ପାରିବ ନାହିଁ! 🥰 #ଗାଉଁଲି_ଜୀବନ #ଚାଷବାସ #ଗାଁ_କଥା


ଆମ ଗାଁ ଜଳିଆ ମଉସା ସକାଳୁ ସକାଳୁ ଚାଷ କାମରେ ଲାଗିଛନ୍ତି! #ଗାଁ_କଥା 🌾🌾


ଚାଷୀ ମାରଣ ନୀତି ଛାଡ଼ନ୍ତୁ ସାର୍ ନଚେତ୍ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ମୋଡି ହେଇ ପଡ଼ିବ
ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ପରିସରରେ ଆୟୋଜିତ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୧୨୪ତମ ମନ୍ କୀ ବାତ୍ ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ମିଶି ଶୁଣିଲି । @CMO_Odisha @PMOIndia
ରାଜ୍ୟ ସରକାରଙ୍କୁ ଅନୁରୋଧ #BSKYCard ଏବଂ @AyushmanNHA Card ସହିତ ସଂଶ୍ଳିଷ୍ଟ ବିଷମତାକୁ ଠାବ କରାଇ ଆୟୁଷ୍ମାନ କାର୍ଡରେ ଥିବା ତୃଟିପୂର୍ଣ୍ଣ ଏବଂ କଷ୍ଟ ସାଧ୍ୟ ବ୍ୟବସ୍ଥାକୁ ବଦଳାଇ ସାଧାରଣ ଜନତାଙ୍କ ପାଇଁ ସୁବିଧା କରାନ୍ତୁ। ରାଜନୈତିକ ବିରୋଧ ପାଇଁ ନୁହେଁ ବରଂ ଲୋକଙ୍କ କଲ୍ୟାଣ ପାଇଁ ଲୋକଙ୍କ ସରକାର ଲୋକଙ୍କ କଷ୍ଟ ବୁଝନ୍ତୁ।
ସ୍ଵାମୀ ସ୍ତ୍ରୀ ରାସ୍ତାରେ ଯିବାବେଳ ଅଘଟଣ ମୋ ଗାଁ ପାଖ ଘଟଣା ହୋଣ୍ଡା କମ୍ପାନୀର ସ୍କୁଟି କୌଣସି କାରଣ ବଶତଃ ଚାଲୁଥିବା ସମୟରେ ପଛ ପଟୁ ନିଆଁ ଲାଗିଗଲା ଚାଳକଙ୍କ ବୁଦ୍ଧିମାନ କାମ ଯୋଗୁ ଜୀବନ ବଞ୍ଚିଗଲା ଗାଡ଼ି ଛିଡ଼ା କରି ଦୁହେଁ ବାହାରକୁ ପଳେଇ ଆସିଥିଲେ!



ବିଗତ ତିନିଦିନ ହେଲାଣି ବିଦ୍ୟୁତ୍ କାଟ୍ ପ୍ରତି ମିନିଟ୍ କୁ ଥରେ ଯାଉଛି ଆଉ ଆସୁଛି ଏ ହେଉଛି @TPCentralOdisha ର ନୀରବଚ୍ଛିନ୍ନ ସେବା ରାଜ୍ୟର ସାସନ ବ୍ୟବସ୍ତା ଯେମିତି ୟାଙ୍କର ସେବା ବ୍ୟବସ୍ତା ସେମିତି ଯେବେଠୁ ଓଡ଼ିଶାରେ ବିଜେପି ଆସିଛି ଆଉ #TPCODL ହାତକୁ ବିଦ୍ୟୁତ୍ ବିଭାଗ ଯାଇଚି ଲୋକଙ୍କୁ ଏ ଲୁଟୁଛନ୍ତି! #TPCODL #Angul #CPD
आँधी क्या है तूफान मिलें चाहे जितने व्यवधान मिलें बढ़ना ही अपना काम है बढ़ना ही अपना काम है।।
तेरा वैभव अमर रहे माँ, हम दिन चार रहें न रहें। माँ भारती की रक्षा के लिए अपने प्राणों की आहुति देने वाले सभी अमर बलिदानियों को " कारगिल विजय दिवस " पर शत शत नमन। #KargilVijayDiwas
प्रिय @narendramodi जी आप 11 साल से सत्ता में है मेरे गृह राज्य ओडिशा में आपकी सरकार एक साल से सत्ता में है आपने इतना बिकास किया कि हमारे गाँव अभीतक नेटवर्क नहीं आती है हम न कॉल कर पाते हैं न इन्टरनेट चला पाते हैं @JM_Scindia से लेकर @bsnl_care @MahalingMukesh संज्ञान नहीं लिया!
➡️ପ୍ରଧାନମନ୍ତ୍ରୀ @narendramodi ଙ୍କ #Maldives ଗସ୍ତ ଅବସରରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ତାଙ୍କ ସମ୍ମାନାର୍ଥେ ଏକ ଭୋଜିର ଆୟୋଜନ କରିଥିଲେ । ଏହି ଅବସରରେ ଶ୍ରୀ ମୋଦୀ କହିଥିଲେ ରାଷ୍ଟ୍ରପତି ମୁଇଜୁ ଗତବର୍ଷ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ । ଏବେ ତାଙ୍କ କାର୍ଯ୍ୟକାଳରେ ମୁଁ ପ୍ରଥମ ରାଷ୍ଟ୍ରୀୟ ଅତିଥି ହେବାର ସୌଭାଗ୍ୟ ପାଇଛି ।
..मैं रहूँ या ना रहूँ ,भारत यह रहना चाहिए.. पराक्रम ,शौर्य ,विजयी गाथा के प्रतीक कारगिल विजय दिवस पर सभी साथियों को शुभकामनाएं ,मातृभमि पर सर्वस्व न्यौछावर करने वाले अमर शहीदों को शत्-शत् नमन! 🙏 #जय_हिंद_की_सेना #भारत_माता_की_जय #बन्दे_मातरम् #कारगिल_विजय_दिवस 🚩🇮🇳

हमारे ओडिशा में एक माह तक हो जाए तो मुख्यमंत्री से लेकर शक्ति मंत्री तक कोई सख्त नहीं होते और #TPCODL के पास कोई जानकारी भी नहीं होती है! भाजपा राज में धोखा योग चल रहा है यहाँ अभी!
यूपी में पावर कट, योगी हुए सख्त! LIVE देखिए - bit.ly/ZeeHindi
ବର୍ଷା ପାଣିରେ ଗାଁ ବନ୍ଧ ପୁରା ଟିମଟିମି ଆଉ ବେଙ୍ଗ ମାନଙ୍କ କେଁ କଟର ସବ୍ଦ! 😁 🐸




ଅଭିମାନିନୀ ଅମାନିଆ ଢେଉ ସିନ୍ଦୁର କହି ଯାଏ ମେଘ ନୂହେଁ ତୁମେ ଶ୍ରାବଣୀ ସୁନେଲୀ ସୁନେଲି ଖରା ରାଧା ନାଚିବ ନାଚିବ ନିଦ ଭରା ରାତି ମଧୁଝରା ଜହ୍ନ
Your favourite Odia Song ?
ଅଭିମାନିନୀ ଅମାନିଆ ଢେଉ ସିନ୍ଦୁର କହି ଯାଏ ମେଘ ନୂହେଁ ତୁମେ ଶ୍ରାବଣୀ ସୁନେଲୀ ସୁନେଲି ଖରା ରାଧା ନାଚିବ ନାଚିବ ନିଦ ଭରା ରାତି ମଧୁଝରା ଜହ୍ନ
Your favourite Odia Song ?