SABYASACHI AMITAV
@SpeaksSabya
Contentologist || Content Strategist || Brand Partnership Manager || Key Account Manager || Lead Community Manager
ହେ ଆମ ସରକାରଙ୍କ ବୀର ପୁଙ୍ଗବ ମାନେ, ଆଖି ଖୋଲି ଦେଖ !! ଏଇଟି ହେଉଛି- କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ମାଧବ ଠାରୁ କପାସି ରାସ୍ତା। କେତେ ଟଙ୍କା ଲାଗିବ ଯେ, ରାସ୍ତାଟିର ମରାମତି ହେଇ ପାରୁନି !! #viralodisha #Niali


ପୁରୀରେ ମଲ୍ଟି-ଲେଭଲ କାର ପାର୍କିଙ୍ଗ କାମ ଆଜି ପର୍ଯ୍ୟନ୍ତ ଅଧାରେ ପଡ଼ିରହିଲା! ପାଣ୍ଡିଆନ ଯାହା ଭଲ କାମ ଆରମ୍ଭ କରିଥିଲେ ଆଇନ ବାହାନାରେ ଅଟକାଇବା ହେଉଛି ନୂଆ ଡବଲ ଇଞ୍ଜିନର କାମ!😳

ଭକ୍ତ ଦାସ ଦେଲେ ଆହ୍ୱାନ- ନାରୀ ନିର୍ଯାତନା ପ୍ରସଙ୍ଗରେ ବିଜେଡି ବିଜେପି ସରକାର ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣୁ ଆମେ ସମର୍ଥନ ଦେବୁ! ଦେବୀ ମିଶ୍ର: ଗୃହ ଭିତରେ ବିଧାୟକ ଓ ଦଳର ସଭାପତି ନବୀନ ବାବୁ ମିଳିତ ନିଷ୍ପତ୍ତି ନେବେ! #ବିଜେପି ସରକାର ଟଳମଳ
ଦକ୍ଷିଣାଞ୍ଚଳ RDCରୁ ରାଜ୍ୟପାଳଙ୍କ ସଚିବ ଭାବେ ଯୋଗଦେଲେ ରୁପା ରୋଶନ ସାହୁ!
