Santosh Kumar Nayak
@Santosh88512716
ସମ୍ମାନୀୟ @TPCentralOdisha ମହୋଦୟ 🙏 ନିମାପଡ଼ା ଇଲେକ୍ଟ୍ରି ଡିଭିଜନ ୨ର ଅରିଷଣ୍ଢ ପାଖ ସଵ୍ ଷ୍ଟେସନ ଠିକ୍ ସେ ସଫେଇ ନହେବା ଘଟଣା। ଘଟଣା ଟି ପୁନର୍ବାର ଅଭିଯୋଗ କରିବା ଆଜିକୁ ୫ ଦିନ ବିତିଗଲାଣି ସମସ୍ୟା ସମାଧାନ ହେଲା ନାହିଁ। @EnergyOdisha @RNTata2000 @OfficialTeamATA 🙏



ଭୁଶୁଡ଼ିଯିଵ ୨୧୯ ବର୍ଷର ଗୋପ ଥାନା। ରାଜ୍ୟ ସରକାର ଥାନା ଫାଣ୍ଡି ଗୁଡ଼ିକୁ ଗୁରୂତ୍ଵ ଦେଉ ଥିବା ବେଳେ ଗୋପ ଥାନା ପ୍ରତି ଏଭଳି ଅବହେଳିତ ମନୋଭାବ ରଖିବା ଦୁଃଖ ପରିତାପର ବିଷୟ। @DGPOdisha @SPPuri1 @PinakMishra2 @MohanMOdisha @CMO_Odisha @PravatiPOdisha @SecyChief @dm_puri @JanaSunani @homeodisha 🙏

ଏଥିପ୍ରତି ତୁରନ୍ତ ଦୃଷ୍ଟି @dm_puri @SecyChief @OfficialTeamATA @MohanMOdisha @PWD_Odisha @PWD_Puri @PWD_Nimapada @RWDNimapara @RDOdisha @JanaSunani @SMEOdisha @suryabanshibjp @DHE_Odisha @block_gop @PRDeptOdisha @PravatiPOdisha @CMO_Odisha @IPR_Odisha @DJ_dibyajyoti 🙏




ବାଲୁଖଣ୍ଡ ଅଭୟାରଣ୍ୟରେ ସୁରକ୍ଷା ଢିଲା। ପୁରୀ କୋଣାର୍କ ଵେଳ ମାର୍ଗ ରାସ୍ତାରେ ବଢୁଛି ଦୁର୍ଘଟଣା। ଏଥିପ୍ରତି ତୁରନ୍ତ ଦୃଷ୍ଟି @dm_puri @MohanMOdisha @JanaSunani @ForestDeptt @dfopuriwl @SecyChief @CMO_Odisha @PravatiPOdisha @homeodisha 🙏

ଅଯୋଗ୍ୟ ହିତାଧୀକାରୀ ସାମିଲ। ପ୍ରହସନ ପାଲଟିଛି ରେସନ କାର୍ଡ ବଣ୍ଟନ ପ୍ରକ୍ରିୟା। ପ୍ରକାଶିତ ଖବରକୁ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ। @Abanikanta_1978 @_KrushnaChPatra @Krushnach_Patra @Food_Odisha @dm_puri @JanaSunani @PravatiPOdisha @MohanMOdisha @AstarangaP @SecyChief 🙏

ନୟାହାଟ ଜଗତସିଂହପୁର ରାସ୍ତା ମରଣଯନ୍ତା। ଖାଲ ଖମା ଯୋଗୁଁ ଗମନାଗମନ ବିପର୍ଯ୍ୟସ୍ତ। ଏଥିପ୍ରତି ତୁରନ୍ତ ଦୃଷ୍ଟି @PWD_Odisha @PWD_Puri @PWD_Nimapada @RWDNimapara @RDOdisha @SecyChief @MohanMOdisha @JanaSunani @dm_puri @DJ_dibyajyoti @PravatiPOdisha @IPR_Odisha 🙏

କଣାସ, ଜରିପାଲ ତଳେ ଜୀଵନ କାଟୁଛନ୍ତି ଦିଜରାଜଙ୍କ ପରିବାର । ଏଭଳି ଗରିବ ଶ୍ରେଣୀର ଲୋକଙ୍କୁ କାହିଁକି ଖୁବ୍ ଶୀଘ୍ର ଆବାସ ଯୋଗାଇ ଦିଆଯାଉ ନାହିଁ ଆଜ୍ଞା। ଦୁଃଖ ପରିତାପର ବିଷୟ @dm_puri @KanasSamiti @PRDeptOdisha @RabiNaikBJP @JanaSunani @SecyChief @MohanMOdisha @DJ_dibyajyoti @CMO_Odisha 🙏

ଗୋପ ବ୍ଲକ୍ ସିମିଳି ପଞ୍ଚାୟତ କଣ୍ଟିଝାଡି ଗ୍ରାମର ବୈଦେହୀ ବେହେରା ସାପ କାମୁଡାରେ ମୃତ୍ୟୁ। ପ୍ରକାଶିତ ଖବରକୁ ଜରୁରୀ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅନୁରୋଧ। @dm_puri @SecyChief @OfficialTeamATA @DeocPuri @SecyChief @MohanMOdisha @JanaSunani @SRC_Odisha 🙏

ଗୋପ, ଖନନ ଓ ସଫେଇ ଅଭାବ । ପୋତି ହେଲାଣି ଭଇରିପୁର ସାରଡା କେନାଲ। ଏଥିପ୍ରତି ତୁରନ୍ତ ଦୃଷ୍ଟି @MohanMOdisha @dm_puri @DJ_dibyajyoti @SecyChief @PravatiPOdisha @JanaSunani @krushibibhag @OdishaWater @PWD_Puri @PWD_Odisha @OfficialTeamATA @IPR_Odisha @CMO_Odisha @KVSinghDeo1 🙏

କାର୍ଯ୍ୟ ସମୟରେ କର୍ମଚାରୀ ଙ୍କୁ ବାରଣ ସତ୍ତ୍ୱେ କର୍ମଚାରୀ ମାନେ ନିର୍ଭୟ ରେ ଖାଲରେ ପାଣିଥିବ ଅବସ୍ଥାରେ ପିଛୁ ପଖାଇଲେ l ବର୍ତ୍ତମାନ ପୂର୍ବରୁ ଯେଉଁଭଳି ଖାଲ ଥିଲା ଏଵେ ସେଇ ଅବସ୍ଥା ଲାଭ କଣ ହେଲା ଆଜ୍ଞା l ଏଣୁ ଆଗକୁ କୌଣସି କାର୍ଯ୍ୟ ହେଵା ସମୟରେ ବିଭାଗୀୟ ଯନ୍ତ୍ରୀ ଙ୍କ ଉପସ୍ଥିତି ରେ କାର୍ଯ୍ୟ କରିବା ଗୋପ ବାସୀଙ୍କ ଦାବୀ l
ବିଦ୍ୟାଳୟ ଖେଳପଡିଆରେ ଅଦା ଓ ସାରୁ ଚାଷ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ପ୍ରକାଶିତ ଖବରକୁ ଉପଯୁକ୍ତ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ। @MohanMOdisha @PravatiPOdisha @SecyChief @dm_puri @JanaSunani @SMEOdisha @suryabanshibjp @DHE_Odisha @PNimapada @DJ_dibyajyoti @IPR_Odisha 🙏

କୋଣାର୍କ ସୂର୍ଯ୍ୟମନ୍ଦିରରେ ବୁଲା ଷଣ୍ଢ ଙ୍କ ପ୍ରାଦୁର୍ଭାବ ପର୍ଯ୍ୟଟକ ଆତଙ୍କିତ। ଏଥିପ୍ରତି ତୁରନ୍ତ ଦୃଷ୍ଟି @MohanMOdisha @SecyChief @TourismDptt @balwantskalewa7 @dm_puri @JanaSunani @DJ_dibyajyoti @konarknac @PravatiPOdisha @btushar02 @IPR_Odisha @CMO_Odisha @OfficialTeamATA 🙏



ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଲେଡି ଡ଼ାକ୍ତରଙ୍କ ଦଵଙ୍ଗଗିରି ।ଚିରିଦେଲେ ରୋଗୀଙ୍କ ଔଷଧ ଚିଠା ଓନିଦାନ ରିପୋର୍ଟ।ପ୍ରକାଶିତ ଖବରକୁ ଉପଯୁକ୍ତ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାପାଇଁ ଅନୁରୋଧ। @dm_puri @SecyChief @HFWOdisha @CdmPuri @MahalingMukesh @MohanMOdisha @PravatiPOdisha @JanaSunani @BAstaranga🙏

