Raghunath Panda
@RaghunathPand18
Founder - ATH Rocks Paribara, Odisha ( A Social Organization Registered under Government of Odisha )
ହୃଦୟରୁ ଧନ୍ୟବାଦ ସମସ୍ତ ସହଯୋଗୀଙ୍କୁ, କୋଣାର୍କ ପୋଲିସ ଓ EMT Rockers ପରିବାରର ସହାୟତାରେ କୋଣାର୍କ ପ୍ରାଥମିକ ଡାକ୍ତରଖାନା ପାଖରେ ଅସହାୟ ଅବସ୍ଥାରେ ପଡିଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ମେଡ଼ିକାଲ ଚେକଅପ କରି ନିମାପଡ଼ାର ପତିତପାବନ ସେବାଶ୍ରମରେ ରଖିଲୁ 🙏🙏🙏




Dear @RailwaySeva, look into the matter and resolved it, Your Helpline number doesn't provide Odia language, not resolved it till now @EastCoastRail @RailMinIndia @PMOIndia @rpf_ecor_kur



କଟକ ଜିଲ୍ଲା ସାଲେପୁର ବ୍ଲକ କଟରପା ପଞ୍ଚାୟତର ମହନାପୁର ଗ୍ରାମରେ ସାତ ଗୋଟି ପରିବାର ବନ୍ଦୀ ଜୀବନ ଯାପନ କରୁଛନ୍ତି, ଗ୍ରାମର ହରିହର ବେହେରା ନାମ୍ନୀ ଜୈନିକ ବ୍ୟକ୍ତି ରାସ୍ତା ଅବରୋଧ କରିଥିବାରୁ ଜୀବନଯାପନ ଅସ୍ତବ୍ୟସ୍ତ ହୋଇ ପଡିଛି @homeodisha @spcuttack @CuttackDM @rdmodisha @PRDeptOdisha @SecyChief

ରାଜ୍ୟ ଗୃହ ବିଭାଗ କୁ ଅନୁରୋଧ @homeodisha ଘଟଣା ଉପରେ ଦୃଷ୍ଟି ଦେବେ, ରଥଯାତ୍ରା ରୁ ଆଜି ପର୍ଯ୍ୟନ୍ତ ମୋବାଇଲ ଟ୍ରାକ ରିପୋର୍ଟ ବି ପୋଲିସ ଦେବା ପାଇଁ ଅସମର୍ଥ @CMO_Odisha @dm_puri @SPPuri1 @SecyChief

Look into the matter @homeodisha & @SecyChief @CMO_Odisha @ANI and take necessary action against contractor facebook.com/share/v/1C3FVp…
ଜାତୀୟ ସ୍ତରର ଶିକ୍ଷାଅନୁଷ୍ଠାନ, NIT, ୱାରଙ୍ଗଲ, ତେଲେଙ୍ଗାନା ରାଜ୍ୟରେ ଆଇ କାର୍ଡ ପାଇଁ 500 ଟଙ୍କା ନେବା ଗ୍ରହଣୀୟ ନୁହେଁ, ଦୃଷ୍ଟି ଦେବା ହେବେ @NITwarangle @dpradhanbjp @EduMinOfIndia @Govtoftelengana @PMOIndia @RahulGandhi @ANI @PTI_News

O - Needed at DHH, Blongir, look into the matter all, Cont - 8457868195 @BloodDonorsIn @Blood4Odisha @BhadrakO

ବାଲେଶ୍ୱର ଜିଲ୍ଲାରେ ମହିଳା ନିର୍ଯାତନା ବଢ଼ିଚାଲିଛି। ବିଭିନ୍ନ କାରଣ ପାଇଁ ନିକଟସ୍ଥ ପୋଲିସ ଷ୍ଟେସନରୁ ସେମାନଙ୍କୁ ନ୍ୟାୟ ମିଳୁନାହିଁ। ଏମିତିକି ଅନେକ ମହିଳା ପୁରୁଷ ପୋଲିସଙ୍କ ପାଖରେ ସମସ୍ତ କଥା କହି ପାରୁ ନାହାନ୍ତି, ଜିଲ୍ଲାର ଅଧିକାଂଶ ମହିଳା କଟକ ଯାଏ ଯାଇ ଅଭିଯୋଗ କରି ପାରୁ ନାହାନ୍ତି @homeodisha @SPBalasore @igerbalasore

Look into the matter @motihari_police @officecmbihar @IYC @MahilaCongress @abpbihar facebook.com/share/v/16opvq…
ସଚେତନ ନାହାନ୍ତି ମାହାଙ୍ଗା IIC ସାର, ଅନଲାଇନ ରେ ଆସୁଥିବା ଅଭିଯୋଗ କୁ ଅଣଦେଖା, ଦୃଷ୍ଟି ଦେବା ହେବେ @CMO_Odisha @SecyChief @homeodisha @igcrcuttack @CuttackDM @spcuttack @odisha_police



ନୂଆପଡା BDO ମହୋଦୟ ଙ୍କ ପାଖରେ ଅଭିଯୋଗ ବହୁତ ଦିନ ହେବ ଅଟକି ରହି ଯାଉଛି, ଜରୁରୀକାଳୀନ ଭିତ୍ତିରେ ଦୃଷ୍ଟି ଦେବା ହେବେ @DM_Nuapada @CMO_Odisha @SecyChief @TourismDptt @PravatiPOdisha @NAdministration


Look into the matter and take necessary action against him @PCCFWL_Odisha @homeodisha @ForestDeptt @odisha_police @CMO_Odisha facebook.com/share/v/19X7T1…
Look into the matter and take necessary action @SCBMCHCTC @homeodisha @MohanMOdisha @HFWOdisha @CuttackDM @CMO_Odisha facebook.com/share/v/14HjZf…
Look into the matter @homeodisha @CMO_Odisha @SSEPD2 @SecyChief @PRDeptOdisha facebook.com/share/v/1FzZtd…
Please look into the matter @homeodisha @SecyChief @CMO_Odisha @dcpbbsr facebook.com/share/v/16tVQA…